
୫ହଜାରରୁ ଅଧିକ ବିଜେଡି କର୍ମୀ ଓ ନେତା ଏକାଠି ହୋଇ ବାଲେଶ୍ଵର ଛାତ୍ରୀ ମୃତ୍ୟୁ ପାଇଁ ଯେଉଁମାନେ ଦାୟୀ ସେମାନଙ୍କ ବିରୋଧରେ ଦୁଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ବିଜେଡି ପ୍ରତିବାଦ ସଭା ଆରମ୍ଭ କରୁକରୁ ପୋଲିସ ଆରମ୍ଭ କରିଦେଲା ଦମନଲୀଳା। ଠିକ୍ ସେହି ସମୟରେ ପ୍ରଣବ ପ୍ରକାଶ ଦାସ (ବବି) ଭିଡକୁ ନିୟନ୍ତ୍ରଣ କରିବାରେ ଲାଗିଥାନ୍ତି । ଠିକ୍ ଏମିତି ବେଳେ ପାଣି ଓ ଟିୟର ଗ୍ୟାସ ମାଡ ଆରମ୍ଭ କରିଦେଲା ପୋଲିସ।