ଭୁବନେଶ୍ବରରେ ସୋନମ କାପୂର….

- Advertisement -

ଭୁବନେଶ୍ବର : ଭୁବନେଶ୍ବରେ ସୋନମ କପୁର। ରୟାଲ ଲାଗୁନ ପାଖରେ ଲାଲଚାନ୍ଦ ଜୁଏଲରସର ଏକ ନୂଆ ଶୋରୁମ ଖୋଲା ଯାଇଛି। ଶୋରୁମକୁ ଉଦଘାଟନ କରିଛନ୍ତି ସୋନମ କପୂର।ଏହି ଅବସରରେ ଲାଲଚାନ୍ଦର ସ୍ୱତ୍ୱଧିକାରୀ ସଞ୍ଜୟ ହଂସ ମଧ୍ୟ ଉପସ୍ଥିତ ଥିଲେ। ସୋନମଙ୍କୁ ପାଖରୁ ଦେଖି ଫ୍ୟାନଙ୍କ ମଧ୍ୟରେ ବେଶ ଉତ୍କଣ୍ଠା ଦେଖିବାକୁ ମିଳିଥିଲା।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -

Latest Articles