() ରାଜ୍ୟ ବିଧାନସଭାର ନୂତନ ବିରୋଧୀଦଳ ନେତା ହେଲେ ସମ୍ବଲପୁର ବିଧାୟକ ତଥା ବରିଷ୍ଠ ବିଜେପି ନେତା ଶ୍ରୀ ଜୟ ନାରାୟଣ ମିଶ୍ର । ବିରୋଧ ଦଳ ନେତା ପ୍ରଦୀପ୍ତ କୁମାର ନାୟକ ଇସ୍ତଫା ପରେ ଦଳ ଜୟ ନାରାୟଣଙ୍କୁ ଗୁରୁ ଦାୟିତ୍ବ ଦେଇଛନ୍ତି l ୪ଥର ସମ୍ବଲପୁର ବିଧାୟକ ହୋଇଛନ୍ତି ଜୟ ନାରାୟଣ ମିଶ୍ର l