ଏହି ଆମ ସଚେତନତା :ବାଦ ପଡ଼ିଲାଣି ମେଘନାଦ ପାଚେରୀ

- Advertisement -

ପୁରୀ : ସ୍ୱଚ୍ଛ ଭାରତ ଅଭିଯାନ ପାଇଁ କୋଟି କୋଟି ଟଙ୍କା ସରକାର ଖର୍ଚ୍ଚ କରୁଛନ୍ତି l ଲୋକଙ୍କୁ ସଚେତନ ମଧ୍ୟ୍ୟ କରାଯାଉଛି l ହେଲେ ଫଳ ଶୂନ l କାରଣ ଲୋକଙ୍କୁ ସଚେତନ କରିବାରେ ଯେମିତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସମ୍ପୂଣ୍ଣ ବିଫଳ ହୋଇଛନ୍ତି ତାହା ପୁରୀରୁ ଆସିଥିବା ଏକ ଫୋଟୋ ପ୍ରମାଣିତ କରିଛି l ଯାହା ଏବେ ସୋସିଆଲ ମେଡିଆରେ ଭାଇରାଲ ହେବାରେ ଲାଗିଛି l
ରାଜ୍ୟ ସରକାର ପୁରୀକୁ ସୁନ୍ଦର କରିବା ପାଇଁ ପ୍ରୟାସ କରୁଥିବା ବେଳେ ଏପରି ଫୋଟୋ ଆମ ସ୍ୱଚ୍ଛ ଭାରତ ସଚେତନତା ଉପରେ ଅନେକ ପ୍ରଶ୍ନବାଚୀ ଉଠାଇଛି l ଏଥିରେ କାହାର ଭୂଲ ସେ ବିଚାର ଆପଣଙ୍କର l….

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles