କଣ କହିଲେ ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳ….

- Advertisement -

ଭୁବନେଶ୍ୱର : ୧.ଓଡ଼ିଶା ସରକାର ପ୍ରଥମରୁ ଜାଣିଲେ ଏହା ସଂକ୍ରମିତ ରୋଗ ତେଣୁ ସ୍ବତନ୍ତ୍ର ହସ୍ପିଟାଲର ଆବଶ୍ୟକତା ଥିଲା।

୨. ଏବେ ସୁଦ୍ଧା ୭ଟି ସ୍ବତନ୍ତ୍ର କୋଭିଡ ହସ୍ପିଟାଲ ହୋଇସାରିଛି।
୩. କଟକର ଏସସିବିରେ କେହି କରୋନା ସଂକ୍ରମିତ ନାହାନ୍ତି କିମ୍ବା କୌଣସି ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ମଧ୍ଯ କରୋନା ଆକ୍ରାନ୍ତ ନାହାନ୍ତି।
୪. ଫ୍ଲୁ ରୋଗୀଙ୍କ ଏଣ୍ଟ୍ରି ଓ ଏକଜୀଟ୍ ଅଲଗା ରହିବ। ସମସ୍ତ ସ୍ବାସ୍ଥ୍ୟକର୍ମୀଙ୍କୁ ସୁରକ୍ଷା ଉପକରଣ ଦିଆଯାଇଛି।
୫. ସରକାରଙ୍କ ରେଗୁଲେସନକୁ ଘରୋଇ ହସ୍ପିଟାଲ ମାନିବା ବାଧ୍ଯ।
୬. କୋଭିଡ ହସ୍ପିଟାଲ ଘୋଷଣା ହୋଇନଥିବା ହସ୍ପିଟାଲରରେ ରହିପାରିବେନି କରୋନା ସଂକ୍ରମିତ ରୋଗୀ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles