ଲୋକସେବା ଭବନରେ କରୋନା ସଚେତନତା…

  • ଭୁବନେଶ୍ୱର : କୋରୋନା କୁ ନେଇ ସବୁଆଡେ କଟକଣା ଲାଗି ରହିଥିବା ବେଳେ । ଲୋକସେବା ଭବନ  କର୍ମଚାରୀ ଙ୍କ ପାଇଁ ମଧ୍ୟ ବିଭିନ୍ନ କଟକଣା କରାଯାଇଛି ।ଲୋକସେବା ଭବନରେ କିଭଳି ଭାବରେ ବିଭିନ୍ନ ବିଭାଗର ସାନିଟାଇଜେସନ ପାଇଁ ବ୍ୟାପକ ବ୍ୟବସ୍ଥା କରିଛନ୍ତି ।ଏହାସହ ଲୋକସେବା ଭବନକୁ ଆସୁଥିବା କର୍ମଚାରୀ ମାନଙ୍କ ଟେମ୍ପରଚାରୀ ମାପ କରାଯାଇଛି । ଗେଟ୍ ସାମ୍ନାରେ ସେମାନଙ୍କ ର ତାପମାତ୍ରା ସ୍କିନିଂ କରାଯାଇ ଛଡାଯାଉଛି ।ଯେଉଁ ମାନଙ୍କ ଟେମ୍ପରଚାରୀ ୩୭ ସେଲସିୟସ ରୁ ଅଧିକ ସେମାନଙ୍କ ଲୋକସେବା ଭବନକୁ ଛଡାଯାଉନାହିଁ । ରାଜ୍ୟ ସରକାରଙ୍କ ପକ୍ଷରୁ ଏପରି ସଚେତନତା ପଦକ୍ଷେପକୁ କର୍ମଚାରୀ ସଙ୍ଘ ସ୍ୱାଗତ କରିଛି l ଲୋକସେବା ଭବନକୁ ସାଧାରଣ ଲୋକ ପ୍ରବେଶ ଉପରେ କଟକଣା ଜାରୀ କରାଯାଇଛି l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles