ଲକ୍ ଡାଉନ ୧୭ ମେ’ ଯାଏଁ ବୃଦ୍ଧି….

- Advertisement -
- Advertisement -

ନୂଆଦିଲ୍ଲୀ : ଲକ୍ ଡାଉନକୁ ଗୃହ ମନ୍ତ୍ରାଳୟ ଆଉ ଦୁଇ ସପ୍ତାହ ବୃଦ୍ଧି କରିଛନ୍ତି । ପୂର୍ବରୁ ଲାକଡାଉନର ଅବଧି ମେ ୩ ତାରିଖ ଯାଏଁ ଅଛି । ମେ ୪ ତାରିଖରୁ ଏହା ମେ ୧୭ ତାରିଖ ଯାଏଁ ରହିବ। ଏଥର କିନ୍ତୁ ଗ୍ରୀନ ଜୋନ ଏବଂ ଅରେଞ୍ଜ ଜୋନ ରେ ଥିବା ସହରରେ ଏହା କିଛି ମାତ୍ରାରେ କହୋଳ ରହିବ। କିନ୍ତୁ ରେଡ଼ ଜୋନରେ ଏହା ପୂର୍ବପରି ବଳବତ୍ତର ରହିବ ବୋଲି ଗୃହ ମନ୍ତ୍ରାଳୟ ସୂଚନା ଦେଇଛି ।

- Advertisement -

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_img

Latest Articles