କିଶୋର ନଗରରେ ଆଇନକୁ ଫୁ…..

- Advertisement -

କିଶୋର ନଗର: ଏବେ ସାରା ଦେଶରେ କର୍ଫ୍ୟୁ । କରୋନା ମୁକାବିଲା ପାଇଁ ଉଭୟ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ବାହାରକୁ ନ ବାହାରି ଘରେ ରହିବାକୁ ନିବେଦନ କରିଛନ୍ତି । ହେଲେ କିଶୋର ନଗରରେ ଲୋକେ ଏହା ମାନିବାକୁ ନାରାଜ। ଫଳରେ ପୋଲିସ ଘୋଷରରେ ଲାଠି ଚାଳନା କରିଥିଲା।
ତହସିଲଦାର, ବିଡ଼ିଓ, ପୋଲିସ ସାରା ଅଞ୍ଚଳରେ ଦିନ ତମାମ ବୁଲି ଲୋକଙ୍କୁ ଘରୁ ନ ବାହାରିବାକୁ ବୁଝାଉଛନ୍ତି। ହେଲେ ଲୋକେ ଏହା ବୁଝିବାକୁ ନାରାଜ । ବିଭିନ୍ନ ସମୟରେ ବିଭିନ୍ନ ଆଳ ଦେଖାଇ ସେମାନେ ବାହାରେ ବୁଲୁଛନ୍ତି । ବଜାରକୁ ଯିବା ବାହାନାରେ ସେମାନେ କିଶୋର ନଗରରେ ଗହଳି ସୃଷ୍ଟି କରୁଛନ୍ତି। ଯାହା କି ବର୍ତ୍ତମାନ ସମୟରେ ଏକ ଅପରାଧ । ଆଜି ସକାଳୁ ଘୋଷର ଗ୍ରାମରେ ଲୋକଙ୍କୁ ପୋଲିସ ବୁଝାଇବା ପରେ ବି ସେମାନେ ଘରକୁ ଯାଇନଥିଲେ। ଫଳରେ ପୋଲିସ ବାଧ୍ୟ ହୋଇ ସେଠାରେ ଲାଠି ଚାଳନା କରିଥିଲା।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles