() ଆଜି ସଂସଦରେ ବନ୍ୟଜନ୍ତୁ(ସଂରକ୍ଷଣ) ସଂଶୋଧନ ବିଲ-୨୦୨୧ ର ଆଲୋଚନାରେ ଅଂଶ ଗ୍ରହଣ କରିଛନ୍ତି ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ l ବନ୍ୟଜନ୍ତୁ ମାନଙ୍କ ସୁରକ୍ଷା ଉପରେ ଏହା ବେଶ ସହାୟକ ହେବ ବୋଲି ସାଂସଦ ଶର୍ମିଠା ସେଠୀ କହିଛନ୍ତି l ଏହାସହ ଏହି ଆଇନର ବିଭିନ୍ନ ଦିଗ ଉପରେ ସେ ନିଜର ମତ ରଖିଥିଲେ I