ଦୀପାବଳି ପାଇଁ ଯାଜପୁର ବିଧାୟକ ପ୍ରଣବଙ୍କ ଶୁଭେଚ୍ଛା

- Advertisement -

ଯାଜପୁର : ଆଲୋକର ପର୍ବ ଦୀପାବଳି l ଏହି ଅବସରରେ ଓଡିଶା ତଥା ଯାଜପୁରବାସୀଙ୍କୁ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି ) ଶୁଭେଚ୍ଛା ଜଣାଇଛନ୍ତି l ଏହି ପର୍ବ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି, ଓ ସମୃଦ୍ଧି ଆଣିଦେଉ ବୋଲି ପ୍ରଣବ ମହାପ୍ରଭୁ ଜଗନ୍ନାଥ ଓ ମା ବିରଜାଙ୍କ ନିକଟରେ କାମନା କରିଛନ୍ତି l ଦୀପାବଳିରେ ସମସ୍ତେ ସଚେତନ ହୋଇ ସୁରକ୍ଷିତ ଭାବେ ଦୀପାବଳି ପାଳନ କରିବାକୁ ସେ ଅନୁରୋଧ କରିଛନ୍ତି l
ଏହା ସହ ଯାଜପୁରର ଗଣ ପର୍ବ କାଳୀପୂଜା ଦେଖିବା ପାଇଁ ରାଜ୍ୟବାସୀଙ୍କୁ ନିମନ୍ତ୍ରଣ କରିଛନ୍ତି ବିଧାୟକ l ଶାନ୍ତି ଶୁଙ୍ଖଳାରେ ଯାଜପୁର ଗଣ ପର୍ବ ଉପଭୋଗ କରିବାକୁ ସେ ନିବେଦନ କରିଛନ୍ତି l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles