ରାଜ୍ୟ ର ଅନେକ ସ୍ଥାନ ରେ MRP ଠାରୁ ଅଧିକ ଦାମ୍ ରେ ବିକ୍ରି ହେଉଛି ଦେଶୀ ଓ ବିଦେଶୀ ମଦ…

- Advertisement -

()ରାଜ୍ୟ ର ଅନେକ ସ୍ଥାନ ରେ MRP ଠାରୁ ଅଧିକ ଦାମ୍ ରେ ବିକ୍ରି ହେଉଛି ଦେଶୀ ଓ ବିଦେଶୀ ମଦ । ଏହାକୁ ସ୍ୱୀକାର କରିଛନ୍ତି ଅବକାରୀ ମନ୍ତ୍ରୀ ଅଶ୍ଵିନୀ ପାତ୍ର । ଆଜି ପ୍ରଶ୍ନ କାଳ ରେ ପ୍ରଶ୍ନ କର୍ତ୍ତା ଅରବିନ୍ଦ ଢ଼ାଲି ଙ୍କ ଏ ସମ୍ପର୍କିତ ପ୍ରଶ୍ନ ର ଉତ୍ତର ରଖି ଅବକାରୀ ମନ୍ତ୍ରୀ କହିଛନ୍ତି , ୨୦୨୧ -୨୨ ଆର୍ଥିକ ବର୍ଷ ରେ ୨୯ ଟି ସେରିୟସ ଇ-ରେଗୁଲାରିଟୀ report ଦାୟର ହୋଇଛି । ଏ ବାବଦରେ ୨୯ ଲକ୍ଷ ଟଙ୍କାର ଜରମାନା ଆଦାୟ କରାଯାଇଛି । ସେହିପରି ୨୦୨୨-୨୩ ଜୁନ ସୁଦ୍ଧା MRP ଠାରୁ ଅଧିକ ଦାମ୍ ର ଦେଶୀ ବିଦେଶୀ ମଦ ବିକ୍ରୀ ଅଭିଯୋଗ ରେ ୩୧ ଟି ଏସ ଆଇ ଆର କେସ ଦାୟର ହୋଇଛି। ସେଥି ମଧ୍ୟରୁ ୮ ଟି ମାମଲା ରେ ୮ ଲକ୍ଷ ଟଙ୍କା ଜରିମାନା ଆଦାୟ କରାଯାଇଛି। ବାକି ୨୩ ଟି ମାମଲା ବିଚାରାଧୀନ ରହିଛି ବୋଲି କହିଛନ୍ତି ଅବକାରୀ ମନ୍ତ୍ରୀ

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles