- Advertisement -
( )ଆଇନ,ରାଜସ୍ୱ , ପୂର୍ତ୍ତ ବିଭାଗର ବରିଷ୍ଠ ଅଧିକାରୀ ଓ ଗୃହ କମିଟିର ସଦସ୍ୟଙ୍କୁ ନେଇ ହେବ ଉଚ୍ଚସ୍ତରୀୟ ଆଲୋଚନା।ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲା କୋର୍ଟରେ ବିଚରାଧୀନ ଅଛି, ତେଣୁ କମିଟି ସେହି ସ୍ଥାନକୁ ଯାଇପାରିବକି ନାହିଁ ସେନେଇ ହେବ ଆଲୋଚନା।
ସୂର୍ଯ୍ୟ ନାରାୟଣ ପାତ୍ର,ବାଚସ୍ପତି