ବୈଶାଖ ଆରମ୍ଭ : 12ଟି ସହରରେ ତାପମାତ୍ରା 40ଡିଗ୍ରୀ ଉପରେ.

- Advertisement -

ଭୁବନେଶ୍ୱର : ଓଡ଼ିଆ ନୂଆ ବର୍ଷ l ଆଜିଠାରୁ ବୈଶାଖ ମାସ ଆରମ୍ଭ l ପ୍ରଥମ ଦିନରେ ରାଜ୍ୟର 12ଟି ସହରରେ ତାପମାତ୍ରା 40ଡିଗ୍ରୀ ଉପରେ ରହିଛି l ଭୁବନେଶ୍ୱର ସବୁଠାରୁ ଉତ୍ତପ୍ତ ସହର ହୋଇଛି l ଏବେ ନଜର ପଳାନ୍ତୁ କେଉଁ ଜିଲ୍ଲାରେ କେତେ ତାପମାତ୍ରା l

ଭୁବନେଶ୍ୱର- ୪୧.୫ ଡ଼ିଗ୍ରୀ ସି.
ବାଲେଶ୍ୱର -୩୬.୬ ଡ଼ିଗ୍ରୀ ସି.
ଚାନ୍ଦବାଲି – ୪୦.୭ ଡ଼ିଗ୍ରୀ ସି.
କଟକ -୪୦.୧ ଡ଼ିଗ୍ରୀ ସି.
ପାରାଦୀପ- ୩୧.୮ ଡ଼ିଗ୍ରୀ ସି.
ଗୋପାଳପୁର -୩୨.୦ ଡ଼ିଗ୍ରୀ ସି.
ପୁରୀ -୩୨.୮ ଡ଼ିଗ୍ରୀ ସି.
ଅନୁଗୁଳ – ୪୦.୭ ଡ଼ିଗ୍ରୀ ସି.
ବାରିପଦା -୪୧.୦ ଡ଼ିଗ୍ରୀ ସି.
ଝାରସୁଗୁଡା – ୩୯.୪ ଡ଼ିଗ୍ରୀ ସି.
କେନ୍ଦୁଝର – ୩୭.୮ ଡ଼ିଗ୍ରୀ ସି.
ସମ୍ବଲପୁର- ୩୯.୩ ଡ଼ିଗ୍ରୀ ସି.
ହୀରାକୁଦ – ୩୮.୭ ଡ଼ିଗ୍ରୀ ସି.
ତାଳଚେର-୪୦.୫ ଡ଼ିଗ୍ରୀ ସି.
ଭବାନୀପାଟଣା -୩୯.୫ ଡ଼ିଗ୍ରୀ ସି.
ବଲାଙ୍ଗୀର – ୪୧.୨ ଡ଼ିଗ୍ରୀ ସି.
ଟିଟଲାଗଡ – ୪୧.୫ ଡ଼ିଗ୍ରୀ ସି.
କୋରାପୁଟ -୩୫.୦ ଡ଼ିଗ୍ରୀ ସି.
ମାଲକାନଗିରି – ୪୦.୨ ଡ଼ିଗ୍ରୀ ସି.
ସୋନୁପୁର – ୩୯.୪ ଡ଼ିଗ୍ରୀ ସି.
ଦାରିଙ୍ଗିବାଡ଼ି – ୩୫.୦ ଡ଼ିଗ୍ରୀ ସି.
ନୟାଗଡ -୪୦.୦ ଡ଼ିଗ୍ରୀ ସି.
ବୌଦ୍ଧ -୪୦.୫ ଡ଼ିଗ୍ରୀ ସି.
ଛତ୍ରପୁର – ୩୪.୪ ଡ଼ିଗ୍ରୀ ସି.
ପାରଳାଖେମୁଣ୍ଡି – ୪୦.୦ ଡ଼ିଗ୍ରୀ ସି.
ରାୟଗଡ – ୩୬.୦ ଡ଼ିଗ୍ରୀ ସି.

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles