ଗୁଜୁରାଟ ନୀତିକୁ ଆପଣାଇବ ଓଡିଶା :କୋହଳ ହେବ ଜୋରିମାନା

- Advertisement -

ଭୁବନେଶ୍ୱର: ସେପ୍ଟେମ୍ବର ୧ରୁ ଦେଶବ୍ୟାପୀ ଲାଗୁ ହୋଇଛି ନୂଆ ମୋଟର ଯାନ ଆଇନ । ଗୁଜୁରାଟ ମଡେଲ ସାରା ଦେଶ ପାଇଁ ଏକ ସ୍ବତନ୍ତ୍ର ମଡେଲ l
ଗୁଜୁରାଟ ମଡେଲ କୁ ଓଡ଼ିଶା ଆପଣେଇବା ଦରକାର ବୋଲି ବିଜେପି ଦାବି କରିଛି l ଟ୍ରାଫିକ ଜୋରିମାନା ଆଦାୟ ଦେୟ 50 ପ୍ରତିଶତ କୁ କମେଇବା ଓ କୋହଳ କରିବା ଦରକାର ବିରୋଧୀ ଦାବି କରିଛନ୍ତି l ରାଜ୍ୟ ସରକାର କୌଣସି ସଂସ୍ଥା ସହ ତର୍ଜମା ନ କରି ତରବରିଆ ଭାବେ ନିୟମ ଲାଗୁ କଲେ
ଯାହା ଫଳରେ ସରକାରଙ୍କର ଗୋଟିଏ ଅଙ୍ଗ ଆଉ ଗୋଟିଏ ଅଙ୍ଗ ଉପରେ ଦୋଷ ଦେଉଛିନ୍ତି l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles