ଦୀପାବଳୀରେ କଂଗ୍ରେସର ନୂଆଟିମ…

- Advertisement -

ଭୁବନେଶ୍ୱର : ପିସିସିର ନୂଆ ଟିମ ନେଇ ମତ ରଖିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ l ଦୀପାବଳି ପରେ ପିସିସି କମିଟି ଗଠନ ପ୍ରକ୍ରିୟା ତ୍ୱରାନ୍ୱିତ ହେବ ବୋଲି ସେ କହିଛନ୍ତି l ଆସନ୍ତା 24 ତାରିଖରେ ପର୍ଯ୍ୟବେକ୍ଷକ ମାନଙ୍କର ଏକ ବୈଠକ କଂଗ୍ରେସ ଭବନରେ ଅନୁଷ୍ଠତି ହେବ ବୋଲି ପିସିସି ସଭାପତି କହିଛନ୍ତି l ବର୍ତ୍ତମାନ ପର୍ଯ୍ୟବେକ୍ଷକ ମାନେ କଂଗ୍ରେସର 33ଟି ସାଙ୍ଗଠନିକ ଜିଲା ଗସ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ନିର୍ଦେଶ ଦିଆଯାଇଛି l ଏହି ରିପୋର୍ଟକୁ ଏଆଇସିସିକୁ ପଠାଯିବ ବୋଲି ନିରଞ୍ଜନ କହିଛନ୍ତି l ଏଥର କଂଗ୍ରେସ ଅପେକ୍ଷାକୃତ ଛୋଟ କମିଟି କରିବାକୁ ନିଷ୍ପତି ନେଇଛି l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles