ତିର୍ତୋଲରେ ୮୮୮.୮୯ ମିଟର ବିଶିଷ୍ଟ ସେତୁ ନିର୍ମାଣ କରାଯିବ….
ଭୁବନେଶ୍ୱର : ଜଗତସିଂହପୁର ତିର୍ତୋଲ କୋଶଳ ଶଙ୍ଖେଶ୍ଵର ରାସ୍ତାର ମହାନଦୀ ଉପରେ ଏକ ଉଛସେତୁ ନିର୍ମାଣ ମଞ୍ଜୁରୀ ମିଳିଛି ।ଏହି ସେତୁ ପାଇଁ ବ୍ୟୟ ଅଟକଳ ରହିଛି ୧୧୮.୫୬ କୋଟି ଆଗକୁ ତିର୍ତୋଲ...
୨୮ ତାରିଖରେ ବସିବ ବିଜେଡି ବିଧାୟକ ଦଳ ବୈଠକ….
ଭୁବନେଶ୍ୱର : ୨୮ ତାରିଖରେ ବସିବ ବିଜେଡି ବିଧାୟକ ଦଳ ବୈଠକ ।ଅପରାହ୍ନ ୫.୩୦ ଟାରେ ବିଧାନସଭା ରେ ବସିବ ବୈଠକ ।ମୁଖ୍ୟମନ୍ତ୍ରୀ ଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ ।ବିଧାନସଭା ର ୫୪...
ବଦଳିଲା ବିଧାନସଭାର ଵିଧି…..
ଭୁବନେଶ୍ୱର : ଆସନ୍ତା 29 ତାରିଖରୁ ଆରମ୍ଭ ହେବାକୁ ଥିବା ବିଧାନସଭା ମୌସୁମୀ ଅଧିବେସନ ଦୈନିକ ମାତ୍ର ସାଢେ ଚାରିଘଣ୍ଟା ଚାଲିବ. କରୋନା ଜନିତ ପରିବର୍ତ୍ତିତ ସ୍ଥିତିରେ ବିଧାନସଭା ଦିନ ସାଢେ ଦଶଟାରୁ...
କାଲିଠାରୁ ବିଧାୟକ ମାନଙ୍କ କୋଭିଡ୍ ଟେଷ୍ଟ ଆରମ୍ଭ
ଭୁବନେଶ୍ୱର : ଆରମ୍ଭ ହେଲା ସର୍ବଦଳୀୟ ବୈଠକ । ମୌସୁମୀ ଅଧିବେଶନ ପାଇଁ ବିଧାନସଭାରେ ବସିଛି ସର୍ବଦଳୀୟ ବୈଠକ । ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିରୋଧୀ...
ବିଦ୍ୟୁତ ଦର ବୃଦ୍ଧି ଅପରିଣାମଦର୍ଶୀ ଓ ଅମାନବୀୟ : କଂଗ୍ରେସ
ଭୁବନେଶ୍ୱର : ବଡ଼ ଦୁଃଖ ଓ ପରିତାପର ବିଷୟ କରୋନା ମହାମାରୀ ସମୟରେ ଦୀର୍ଘଦିନ ଧରି ଜୀବନ ଜୀବିକା ପାଇଁ ଲଢ଼େଇ କରୁଥିବା ଲୋକଙ୍କ ଉପରେ ବିଦ୍ୟୁତ ଦର ବୃଦ୍ଧି ଏକ ଶକ୍ତ...
ପ୍ରାର୍ଥୀ ନୁହେଁ,ପ୍ରଣବଙ୍କୁ ବିଜୟ ବ୍ୟବଧାନ ଚିନ୍ତା….
() ନଭେମ୍ବରରେ ଓଡ଼ିଶାର ଦୁଇ ବିଧାନସଭା ଆସନ ପାଇଁ ହେବ ଉପ ନିର୍ବାଚନ । ୨୦୧୯ ନିର୍ବାଚନ ଫଳାଫଳାର ବର୍ଷେ ପରେ ଦୁଇ ନିର୍ବାଚିତ ବିଧାୟକଙ୍କ ଅକାଳ ବିୟୋଗ ପରେ ବାଲେଶ୍ୱର ସଦର...
ସଂସଦୀୟ ଢାଞ୍ଚାରେ ବସିବ ବିଧାନସଭାର ମୌସୁମୀ ଅଧିବେଶନ……
ଭୁବନେଶ୍ୱର : ସମ୍ପୂର୍ଣ୍ଣ ସଂସଦ ଢାଞ୍ଚାରେ ବସିବ ବିଧାନସଭାର ମୌସୁମୀ ଅଧିବେଶନ। କେବଳ ପ୍ରଶ୍ନ କାଳକୁ ଛାଡିଲେ ନିୟମ ଅନୁଯାୟୀ ଶୂନ୍ୟକାଳ, ମୁଲତବୀ ପ୍ରସ୍ତାବ, ମୋସନ, କଲିଂ ଆଟେନସନ ଆଦି ସବୁ ରହିବ।...
୨୫ ତାରିଖରେ ବସିବ ସର୍ବଦଳୀୟ ବୈଠକ:ବାଚସ୍ପତି
ଭୁବନେଶ୍ୱର : ୨୫ ତାରିଖରେ ବସିବ ସର୍ବଦଳୀୟ ବୈଠକ ।ଏନେଇ ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ସର୍ବଦଳୀୟ ବୈଠକ ବସିବା ନେଇ ବିରୋଧୀ ମାନେ ଦାବି କରୁଥିଲେ ।...
ବିଜେଡି ଓ ବିଜେପି କଭୀ ଖୁଶ କଭୀ ଗମ ରାଜନୀତି ଚଳେଇଛନ୍ତି-ନିରଞ୍ଜନ ପଟ୍ଟନାୟକ
ଭୁବନେଶ୍ୱର–ବର୍ତ୍ତମାନ ଓଡିଶା ରାଜନୀତିରେ ଓଡିଶାବାସୀ ଏକ ନୂଆ ଚିତ୍ର ଦେଖୁଛନ୍ତି । ଏହି ଚିତ୍ରରେ କୃଷି ବିଲ୍କୁ ନେଇ ବିଜେଡି-ବିଜେପି ମଧ୍ୟରେ ଯେଉଁ ରାଜନୀତି ଚାଲିଛି ତାହା ହାସ୍ୟାସ୍ପଦ ଏବଂ ଆଲୋଚନା ସାପେକ୍ଷ...
ଉପ ନିର୍ବାଚନରେ କିଏ ହେବ କାହାର ପ୍ରାର୍ଥୀ…..
ଭୁବନେଶ୍ୱର : ନଭେମ୍ବରରେ ହେବ ଓଡ଼ିଶାରେ ଉପନିର୍ବାଚନ । ତିର୍ତ୍ତୋଲ ଓ ବାଲେଶ୍ଵର ସଦର ପାଇଁ ୩ ଦଳର ସମରସଜା ଆରମ୍ଭ ହୋଇଛି । ସଭିଙ୍କ ଲକ୍ଷ୍ୟ ବିଜୟ ଟିକା ପିନ୍ଧିବା। ଏଯାଏଁ...














