୩ବର୍ଷରେ ବସ୍ତି ହେବ ଆଦର୍ଶ କଲୋନୀ….
ଆଗାମୀ ତିନିବର୍ଷରେ ରାଜ୍ୟର ସବୁ ବସ୍ତି ଆଦର୍ଶ କଲୋନୀରେ ପରିଣତ ହେବ – ମୁଖ୍ୟମନ୍ତ୍ରୀ
ବାଲେଶ୍ବରରୁ ବସ୍ତି ଉନ୍ନତୀକରଣ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଏକ ଲକ୍ଷରୁ ଅଧିକ ଭୂମି ଅଧିକାର ପ୍ରମାଣପତ୍ର ଆବଣ୍ଟନର ଶୁଭାରମ୍ଭ
ଭୁବନେଶ୍ୱର...
କାଲି ବିଧାନସଭା , ଆଜି ରଣନୀତି ପ୍ରସ୍ତୁତ….
ଭୁବନେଶ୍ୱର : ଆସନ୍ତାକାଲି ବିଧାନସଭାର ମୌସୁୂମୀ ଅଧିବେଶନ ବସିବାକୁ ଯାଉଛି । ଅଧିବେଶନ ପୂର୍ବରୁ ଶାସକ ଓ ବିରୋଧୀ ରଣନୀତି ପ୍ରସ୍ତୁତ କରିବାକୁ ଅଣ୍ଟା ଭିଡ଼ିଛନ୍ତି । ଅପରାହ୍ନ ୫ଟା୩୦ ମିନିଟରେ ବିଧାନସଭାର...
କାଲି ତାରିଖ ଘୋଷଣା, କାହାକୁ ମିଳିବ ଟିକେଟ !
ଭୁବନେଶ୍ୱର : ଆସନ୍ତା କାଲି ଉପ ନିର୍ବାଚନ ପାଇଁ ତାରିଖ ଘୋଷଣା ହେବ । ତିର୍ତ୍ତୋଲ ଓ ବାଲେଶ୍ୱରରେ କିଏ କାହା ସହିତ ଲଢିବ ତାହାକୁ ନେଇ ଆରମ୍ଭ ହୋଇଛି କସରତ ।...
ଵାପିକୁ ଯୁବ, ଦେବୀକୁ ଛାତ୍ର…..
ଭୁବନେଶ୍ୱର : ବିଜୁଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଚାନ୍ଦବାଲି ବିଧାୟକ ବ୍ୟମୋକେଶ ରାୟ ଙ୍କୁ ବିଜୁ ଯୁବ ଜନତା ଦଳର ସଭାପତି ଭାବରେ ନିଜୁକ୍ତି ଦେଇଛନ୍ତି ।ସେହିପରି ବାଙ୍କୀ ବିଧାୟକ ଦେବୀ...
ବିଜେପିର ତିର୍ତୋଲ ଟେନସନ…
ଭୁବନେଶ୍ୱର : ନିର୍ବାଚନ ସମୟରେ ଅନ୍ୟଦଳରୁ ନେତା ନେଇ ନିଜ ଦଳରେ ସାମିଲ କରିବା ରାଜ୍ୟ ବିଜେପି ପାଇଁ ଏବେ ମୁଣ୍ଡବ୍ୟଥାର କାରଣ ହୋଇଛି । ଯାହାକୁ ନେଇ ଚିନ୍ତାରେ ଗେରୁଆ କ୍ୟାମ୍ପ...
ବିଜେପି ଦିଲ୍ଲୀ ଦରବାରରେ ଦାୟିତ୍ୱ ନେବେ ୪ ଓଡ଼ିଆ…
ନୂଆଦିଲ୍ଲୀ : ଆଜି ବିଜେପି ଅଧ୍ୟକ୍ଷ ଜେ. ପି. ନଡ୍ଡାଙ୍କ ତାଙ୍କର ନୂଆ ଟିମ୍ ଘୋଷଣା କରିଛନ୍ତି । ସେଥିରେ ସେ ୪ ଜଣ ଓଡ଼ିଆଙ୍କୁ ସ୍ଥାନ ଦେଇଛନ୍ତି । ଏହି ଟିମରେ...
୨୯ରେ ବିଜେପି ବିଧାୟକ ଦଳ ବୈଠକ….
ଭୁବନେଶ୍ୱର :ଆସନ୍ତା ୨୯ ତାରିଖ ଦିନ ବିଜେପି ବିଧାୟକ ଦଳ ବୈଠକ ବସିବ l ଅଧିବେଶନରେ ବିଜୁଳି ଦର ବୃଦ୍ଧି, କୃତ୍ରିମ ବନ୍ୟା ,ତୃଟିପୂର୍ଣ୍ଣ କୋଭିଡ୍ ପରିଚାଳନା ,ପ୍ରବାସୀ ସମସ୍ୟା ,ନୂତନ ବିଶ୍ଵବିଦ୍ୟାଳୟ...
ବିଧାନସଭରେ ମୋଟ 756 ଜଣଙ୍କର ହେଲା କରୋନା ଟେଷ୍ଟ….
ଭୁବନେଶ୍ୱର : ବିଧାନସଭରେ ଆଜି ମୋଟ ସୁଦ୍ଧା 756 ଜଣଙ୍କର ହୋଇଛି କରୋନା ଟେଷ୍ଟ । 768ଜଣ ନାମ ପଞ୍ଜିକରଣ କରିଥିଲେ l ତେବେ 756ଜଣ ଟେଷ୍ଟ କରିଥିଲେ l ସେମାନଙ୍କ ମଧ୍ୟରେ...
ପ୍ରଣବ କଲେ କରୋନା ଟେଷ୍ଟ……..
ଭୁବନେଶ୍ୱର : ଆସନ୍ତା ୨୯ ତାରିଖରେ ଆରମ୍ଭ ହେବ ବିଧାନସଭା ଅଧିବେଶନ ।ଏହାକୁ ଆଖିଆଗରେ ରଖି ବିଧାୟକ ମାନଙ୍କ କୋରୋନା ଟେଷ୍ଟ କରାଯାଇଛି । ଏହି ମର୍ମରେ ବିଜେଡି ବିଧାୟକ ପ୍ରଣବ ପ୍ରକାଶ...
ବିଧାନସଭା ପରିସରରେ ଆରମ୍ଭ ହୋଇଛି କୋଭିଡ ଟେଷ୍ଟ….
ଭୁବନେଶ୍ୱର : ବିଧାନସଭା ପରିସରରେ ଆରମ୍ଭ ହୋଇଛି କୋଭିଡ ଟେଷ୍ଟ l ସକାଳ 8ଟା ରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ନିଜେ ଟେଷ୍ଟ ଦେଇ ଏହାକୁ ଆରମ୍ଭ କରିଛନ୍ତି l କାରଣ...














