ରଥଯାତ୍ରାକୁ ନେଇ ଆଜି ସୁପ୍ରିମକୋର୍ଟରେ ହେବ ଶୁଣାଣି…
ପୁରୀ: ରଥଯାତ୍ରାକୁ ମାତ୍ର ଆଉ ୫ ଦିନ ବାକି। ହେଲେ ଏଥର ରଥଯାତ୍ରା ହେବ ନା ନାହିଁ? ତାକୁ ନେଇ ସଭିଙ୍କ ମନରେ ଦ୍ବନ୍ଦ। ଏହି ଦ୍ବନ୍ଦରେ ଆଜି ପଡିପାରେ ପୂର୍ଣ୍ଣଛେଦ ।...
ଗଲୱାନ ଘାଟିରେ ୨ ଓଡ଼ିଆ ପୁଅ ସହିଦ….
ନୂଆଦିଲ୍ଲୀ: ଭାରତ ଚୀନ ସୀମାରେ ଘାତକ ହେଉଛି ସ୍ଥିତି । ଚୀନ୍ ପୁଣି ତାର ଦାଦାଗିରି ଆରମ୍ଭ କରି ଦେଇଛି। ଗଲୱାନ ଘାଟିରେ ଭାରତ-ଚୀନ ସେନା ମୁହାଁମୁହିଁ ହୋଇ ଜଣେ କର୍ଣ୍ଣେଲଙ୍କ ସମେତ...
ଆଜି ମହାପ୍ରଭୁଙ୍କ ଖଳିଲାଗି ନୀତି ଅନୁଷ୍ଠିତ ହେବ…
ପୁରୀ: ମହାପ୍ରଭୁ ଏବେ ଅଣସର ଘରେ। ୧୦୮ ଗରା ସୁବାସିତ ଜଳରେ ସ୍ବାନ କରିବା ପରେ ମହାପ୍ରଭୁ ଜ୍ଜ୍ୱରରେ ପୀଡିତ ହୋଇଛନ୍ତି। ସେଥିପାଇଁ ସେବାୟତମାନେ ତାଙ୍କୁ ଗୁପ୍ତ ଭାବରେ ଉପଚାର କରୁଛନ୍ତି। ଏହି...
ସରିଲା ରଜ : ସହରରେ ବି ପରମ୍ପରାର ଝଲକ…
ଭୁବନେଶ୍ୱର : ଓଡିଶାର ଗଣ ପର୍ବ ରଜ l ତିନିଦିନ ଗାଁ ଠାରୁ ସହରରେ ପାଳନ କରାଯାଇଛି ରଜ । ରଜ ତିନିଦିନ। ପହିଲି ରଜ। ସଂକ୍ରାନ୍ତି। ଆଉ ଶେଷ ରଜ ବା...
ଅନୁଗୁଳରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ @୪୯…
ଅନୁଗୁଳ: ରାଜ୍ୟରେ ଆଜି ୧୦୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ତେବେ ସେଥିମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ଜଣେ ଥିବା ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି ।ଏହି...
ରାଜ୍ୟରେ ଆଉ ୧୦୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ: ମୋଟ ୪୧୬୩
ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା କମିବାର ନାଁ ଧରୁ ନାହିଁ। ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାସହ ଆଜି ସର୍ବାଧିକ ୧୦୮ ଜଣ ନୂଆ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି...
ମୌସୁମୀ ପ୍ରଭାବରେ ୬ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା….
ଭୁବନେଶ୍ୱର : ଏବେ ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ବର୍ଷା ଜାରି ରହିଛି । ରବିବାରଠାରୁ ଆକାଶ ମେଘୁଆ ରହିବା ସଙ୍ଗେ ସଙ୍ଗେ ତୁହାକୁ ତୁହା ବର୍ଷା ହେଉଛି । ଯାହାକି...
ଆଗେଇଵ ଧର୍ମଶାଳାର ବିକାଶ କାର୍ଯ୍ୟକ୍ରମ : ପ୍ରଣବଙ୍କ ସହ ଅଣ୍ଟା ଭିଡ଼ିଲେ ପ୍ରଣବ..
ଯାଜପୁର : ଲକ୍ଷ୍ୟ ଗୋଟିଏ । ନୂତନ ଓଡ଼ିଶା ଗଠନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ନକ୍ସା ଅାଙ୍କିଛନ୍ତି ତାକୁ ବାସ୍ତବ ରୂପ ଦେବା । ଦୃଢ ଇଚ୍ଛଶକ୍ତି ନେଇ କାମ...
ରାଜ୍ୟର ଚାରି ହଜାର ଡେଇଁଲା କରୋନା ଆକ୍ରାନ୍ତ ସଂଖ୍ୟା…
ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା କମିବାର ନାଁ ଧରୁ ନାହିଁ। ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାସହ ଆଜି ସର୍ବାଧିକ ୧୪୬ ଜଣ ନୂଆ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି...
ମୌସୁମୀ ବର୍ଷାରେ ଉଡିଗଲା ଶ୍ରୀମନ୍ଦିର ପତିତପାବନ ବାନା…
ପୁରୀ : ରଥଯାତ୍ରା ଜୁନ ୨୩ ତାରିଖ।ହେଲେ ରଥଯାତ୍ରାକୁ ନେଇ ଲାଗିରହିଛି ଅନିଶ୍ଚିତତା। ଆଜି ମୌସୁମୀ ବର୍ଷାରେ ଉଡିଯାଇଛି ଶ୍ରୀମନ୍ଦିରର ପତିତପାବନ ବାନା ।ଅନେକ ଏହାକୁ ଅଶୁଭର ସଂକେତ କହୁଛନ୍ତି।ତ ଆଉ କେହି...