ରଥରେ ଆଜ୍ଞl ବିଜେ

ଭୁବନେଶ୍ୱର : ରଥଯାତ୍ରା ପାଇଁ ଆଉ ପାଦେ ଆଗେଇଲା ପ୍ରକ୍ରିୟା ରଥରେ ଆଜ୍ଞl ବିଜେ ହୋଇଛି l ଆସନ୍ତା କାଲି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା l ତେଣୁ ଚଳାଞ୍ଚଳ ହୋଇଛି ଶ୍ରୀକ୍ଷେତ୍ର l...

ରାଜ୍ୟ ପାଇଁ କରୋନା ହେଉଛି କାଳ: ନୂଆ ୧୪୩ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା କମିବାର ନାଁ ଧରୁ ନାହିଁ। ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାସହ ଆଜି ୧୪୩ ଜଣ ନୂଆ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି ।...

ବିଶ୍ୱ ବିଧାତାଙ୍କର ଯାତ୍ରା ନିର୍ଧାରଣ ସୁପ୍ରିମକୋର୍ଟରେ..

ପୁରୀ: ସେ ସମସ୍ତର ଶୁଣାଣି କରନ୍ତି।ହେଲେ ଆଜି ତାଙ୍କ ଶୁଣାଣି ହେବ। ଭକ୍ତ ପାଇଁ ଭଗବାନ ଏବେ କାଠ ଗଡ଼ାରେ। ସେ ବଡ଼ ଦାଣ୍ଡକୁ ଆସିବେନା ନାଇଁ ?ଭକ୍ତଂକୁ ଦର୍ଶନ ଦେବେ ନା...

ରଥଯାତ୍ରା ନେଇ ରାଜ୍ୟ ସରକାର ରଖିଲେ ମତ : ଏଵେ କୋର୍ଟ ରାୟକୁ ଅପେକ୍ଷା…..

ଭୁବନେଶ୍ୱର : ରଥଯାତ୍ରା ନେଇ ରାଜ୍ୟ ସରକାର ତାଙ୍କର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି l କୋଭିଡ୍ ଆଇନ ପାଳନ ସହ ବିନା ଭକ୍ତରେ ପୁରୀରେ ରଥଯାତ୍ରା କରିବାକୁ ଶ୍ରୀମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ...

ସରକାର ନିରବ, ଚାଲିଛି ରଥକାମ, : ସୁପ୍ରିମକୋର୍ଟଙ୍କ ରାୟକୁ ଅପେକ୍ଷା

ଭୁବନେଶ୍ୱର : ରଥଯାତ୍ରା ଯେତିକି ପାଖେଇ ଆସୁଛି ଯାତ୍ରାକୁ ନେଇ ସେତିକି ଦ୍ୱନ୍ଦ ବଢ଼ିବାରେ ଲାଗିଛି। କାରଣ ଗତ ୧୮ ତାରିଖରେ ସୁପ୍ରିମକୋର୍ଟ ରଥଯାତ୍ରା ବନ୍ଦ ପାଇଁ ଶୁଣାଣି କରିଥିଲେ। ଏହି ରାୟ...

ରାଜ୍ୟରେ ୨ ମୃତ୍ୟୁ, ସହ ୫୦୦୦ ଡେଇଁଲା କରୋନା ଆକ୍ରାନ୍ତ ସଂଖ୍ୟା

ଭୁବନେଶ୍ୱର : ଆଜି ରାଜ୍ୟରେ କରୋନାରେ ଆଉ ୨ ଜଣଙ୍କର ମୃତ୍ୟୁ ହୋଇଛି ।ସେଥିମଧ୍ୟରୁ ଜଣେ ବରଗଡ଼ ଜିଲ୍ଲାର ୭୬ ବର୍ଷୀupdate ୟ ବୃଦ୍ଧ । ଆଉ ଅନ୍ୟଜଣେ ଗଞ୍ଜାମ ଜିଲ୍ଲାର ଜଣେ...

ଦିନକରେ ରାଜ୍ୟର ୨୩୭ ଜଣ ହେଲେ କରୋନା ମୁକ୍ତ…

ଭୁବନେଶ୍ୱର:ଓଡିଶା ପାଇଁ ଏକ ଭଲ ଖବର ।ରାଜ୍ୟରେ ସୁସ୍ଥ ହେଲେ ଆଉ ୨୩୭ କରୋନା ପଜିଟିଭ ।ସେମାନେ କଟକ-୭୦, ଖୋର୍ଦ୍ଧା-୫୪, ଜଗତସିଂହପୁର-୨୦, କନ୍ଧମାଳ-୧୯, ଗଞ୍ଜାମ-୧୭, ଭଦ୍ରକ-୯, ମୟୂରଭଞ୍ଜ-୯, କେନ୍ଦୁଝର-୮, ଢେଙ୍କାନାଳ-୭, ପୁରୀ-୭, କେନ୍ଦ୍ରାପଡା-୪,...

୨୪ ଘଣ୍ଟାରେ ଦେଶରେ ସର୍ବାଧିକ ୧୪ ହଜାର ୫୧୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ : ଭାରତରେ ଦିନକୁ ଦିନ କରୋନା ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି।ଗୋଟିଏ ପରେ ଗୋଟିଏ ରାଜ୍ୟକୁ ମାଡି ଚାଲିଛି ଏହି କରୋନା ମହାମାରୀ । ଏହା ସହ ମୃତ୍ୟୁ ମଧ୍ୟ ବଢ଼ିବାରେ...

କାଳିଆ ପାଇଁ ବିଧାୟକ ସୁରଙ୍କ ଆଖିରେ ଲୁହ……

ଭୁବନେଶ୍ୱର : କଂଗ୍ରେସ ଭବନରେ କାନ୍ଦିଲେ ବିଧାୟକ ସୁର ରାଉତରାୟ l ବିଧାୟକ ସୁର ରାଉତରାୟଙ୍କ ଆଖିରେ ଲୁହ। ରଥଯାତ୍ରା ବନ୍ଦ ନେଇ ପ୍ରତିକ୍ରିୟା ବେଳେ ଭୋ ଭୋ ହୋଇ କାନ୍ଦିଲେ ବିଧାୟକ...

ରାଜ୍ୟ ପାଇଁ କରୋନା ହେଉଛି କାଳ: ନୂଆ ୧୬୫ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା କମିବାର ନାଁ ଧରୁ ନାହିଁ। ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାସହ ଆଜି ୧୬୫ ଜଣ ନୂଆ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି ।...

Follow us

20,832FansLike
0FollowersFollow
14,700SubscribersSubscribe

Latest news