ଦିନକରେ ରାଜ୍ୟର ୨୩୭ ଜଣ ହେଲେ କରୋନା ମୁକ୍ତ…

- Advertisement -

ଭୁବନେଶ୍ୱର:ଓଡିଶା ପାଇଁ ଏକ ଭଲ ଖବର ।ରାଜ୍ୟରେ ସୁସ୍ଥ ହେଲେ ଆଉ ୨୩୭ କରୋନା ପଜିଟିଭ ।ସେମାନେ କଟକ-୭୦, ଖୋର୍ଦ୍ଧା-୫୪, ଜଗତସିଂହପୁର-୨୦, କନ୍ଧମାଳ-୧୯, ଗଞ୍ଜାମ-୧୭, ଭଦ୍ରକ-୯, ମୟୂରଭଞ୍ଜ-୯, କେନ୍ଦୁଝର-୮, ଢେଙ୍କାନାଳ-୭, ପୁରୀ-୭, କେନ୍ଦ୍ରାପଡା-୪, ନୟାଗଡ-୪ ସୁସ୍ଥ ଜଣ।ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆ ଯାଇଛି ।ଏବେ ରାଜ୍ୟରେ ମୋଟ ୩୪୩୫ ଲୋକ ସୁସ୍ଥ ହୋଇସାରିଲେଣି।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles