ବାଲେଶ୍ୱର ଛାତ୍ରୀ ଆତ୍ମହୂତି ଉଦ୍ୟମ ଘଟଣାରେ ରାଜ୍ୟ ସରକାର ଦାୟୀ: ବିଜେଡି

 ମୋହନ ମହାବିଦ୍ୟାଳୟର ଜଣେ ଛାତ୍ରୀ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ ଘଟଣା ପାଇଁ କଲେଜ କର୍ତ୍ତୃପକ୍ଷ ଓ ପୋଲିସର ନିଷ୍କ୍ରିୟତା, ଏହାସହ ବାଲେଶ୍ୱର ସାଂସଦଙ୍କ ଦାୟିତ୍ୱହୀନତାକୁ ଦାୟୀ କରିଛି ବିଜେଡି...

ଉଚ୍ଚଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କଲା କଂଗ୍ରେସ

କୌଣସି ସରକାରୀ କଲେଜରେ ସ୍ଥାୟୀ ଅଧ୍ୟକ୍ଷ ନାହାନ୍ତି ଅଭାବନୀୟ କାଣ୍ଡ ଘଟୁଛି ମନ୍ତ୍ରୀ ଇସ୍ତଫା ଦିଅନ୍ତୁ: ଭକ୍ତ  ଓଡ଼ିଶାରେ ମହିଳା ଅସୁରକ୍ଷିତ ଥିବା କଥା ରାହୁଲ ଗାନ୍ଧୀଜୀ କହିବାର ଗୋଟିଏ ଦିନ ପରେ, ବାଲେଶ୍ୱରର ଏଫଏମ କଲେଜରେ...

ଫେରିଲେ ନବୀନ, କ୍ରେଜ ଅତୁଟ

ମୁମ୍ବାଇରୁ ସୁସ୍ଥ ହୋଇ ଓଡିଶା ଫେରିଛନ୍ତି ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ।ଲୋକପ୍ରିୟ ନେତା ଓଡିଶା ଫେରିବା ଖବର ପ୍ରସାରିତ ହେବା ପରେ ଓଡିଶାବାସୀଙ୍କ ଭିଡ ଜମିଲା ଭୁବନେଶ୍ବର...

ରାହୁଲଙ୍କ ସଭା : ବିଜେପି –ବିଜେଡି ପାଇଁ ସତର୍କ ଘଣ୍ଟି 

୨୦୨୪ ନିର୍ବାଚନର ବର୍ଷ ପରେ ଏଆଇସିସି ଓଡିଶାକୁ ଫୋକସ କରିଛି। ଓଡିଶା ବିଭିନ୍ନ ପ୍ରସଙ୍ଗରେ କଂଗ୍ରେସର ଶୀର୍ଷ ନେତୃତ୍ବ ଟୁଇଟ କରିବା ସହ ଦିଲ୍ଲୀରେ ପ୍ରେସମିଟ କରାଯାଉଛି । ଏହାରି ଭିତରେ ଏଆଇସିସି...

ସମ୍ବିଧାନ ରକ୍ଷା କରିବାକୁ ଓଡିଶାର ଜନତାଙ୍କୁ ଏକ ହେବାକୁ ପଡିବ : ମଲ୍ଲିକା ଅର୍ଜୁନ ଖଡ଼ଗେ

() ଦେଶର ଉର୍ନତି ପାଇଁ ଯେଉଁ ମହାପୁରୁଷ କାଯ୍ୟ କରିଛନ୍ତି ତାଙ୍କୁ ଆମେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରୁଛି ।ମୋଦି ଜୀ ଓଡିଶା ପାଇଁ କଣ କଣ ଉର୍ନତି କରିଛନ୍ତି? ଭୁବନେଶ୍ୱର କୁ ରାଜଧାନୀ...

ଆଦାନୀ ଚଳାଉଛି ଓଡିଶା ସରକାର: ରାହୁଲ ଗାନ୍ଧି 

ବରମୁଣ୍ଡା ପଡିଆ ରେ ସମ୍ବିଧାନ ବଞ୍ଚାଅ ସମାବେଶ ରେ ଯୋଗ ଦେଲେ ବରିଷ୍ଠ କଂଗ୍ରେସ ନେତା ତଥା ଲୋକସଭା ରେ ରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ।ସମ୍ବିଧାନ ସମାବେଶ ଷ୍ଟେଜ ରୁ...

ସୁସ୍ଥ ହେଲେନବୀନ: ହସ୍ପିଟାଲରୁ ଡିସଚାର୍ଜ

ହସପିଟାଲରୁ ଡିସଚାର୍ଜ ହେଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। କୋକିଳାବେନ୍ ଧୀରୁଭାଇ ଅମ୍ବାନୀ ହସପିଟାଲରୁ ଆଜି ଡିସଚାର୍ଜ ହୋଇଛନ୍ତି । ଏବେ ସପ୍ତାହେ ମୁମ୍ବାଇରେ ରହିବେ, ନବୀନଙ୍କ ଚାଲିବ ଫିଜିଓଥେରାପି ।...

ଜମିବ ମୋହନ –ମନମୋହନ ଯୋଡି

ସରକାର ଓ ଶାସନକୁ ସାଙ୍ଗରେ ନେଇ ବିଜେପି ଓଡିଶାରେ ଆଗେଇବ। ସରକାର ଓ ଦଳ ଭିତରେ ରହିବନି କୌଣସି ମତପାର୍ଥକ୍ୟ। ସରକାର କଥା ବୁଝିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ସଂଗଠନ କଥା ସମ୍ଭାଳିବେ...

ମିନାକ୍ଷୀ ବାହିନିପତି ମହିଳା କଂଗ୍ରେସ ସଭାନେତ୍ରୀ

କଂଗ୍ରେସ ତା’ର ସଂଗଠନକୁ ନବକଳେବର ରୂପ ଦେବା ପାଇଁ ଏବେ ପୁନଃର୍ବାର କଂଗ୍ରେସର ବରିଷ୍ଠ ନେତ୍ରୀ ମୀନାକ୍ଷି ବାହିନିପତିଙ୍କୁ ଦ୍ୱିତୀୟଥର ପାଇଁ ରାଜ୍ୟ ମହିଳା କଂଗ୍ରେସର ସଭାନେତ୍ରୀ ଭାବେ ଏ.ଆଇ.ସି.ସି. ଘୋଷଣା କରିଛି...

ନାରୀ ନେତ୍ରୀଙ୍କ ପ୍ରତି ସନ୍ତୋଷ ଖଟୁଆଙ୍କ ମନ୍ତବ୍ୟ ଗ୍ରହଣୀୟ ନୁହେଁ: ନବୀନ

ବିଜେପି ବିଧାୟକ ସନ୍ତୋଷ ଖଟୁଆଙ୍କ ଦ୍ୱାରା ବିଜେଡିର ଜଣେ ସମ୍ମାନନୀୟା ନାରୀନେତ୍ରୀ ଙ୍କ ପ୍ରତି ଏପରି ଅପମାନଜନକ ମନ୍ତବ୍ୟ ଅତ୍ୟନ୍ତ ଦୁଃଖଦ ଏବଂ କଦାପି ଗ୍ରହଣୀୟ ନୁହେଁ।ରାଜନୈତିକ ପ୍ରତିଉତ୍ତର ଭାବରେ ସର୍ବସାଧାରଣରେ ଜଣେ...

Follow us

20,832FansLike
0FollowersFollow
14,700SubscribersSubscribe

Latest news