ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଆସନ୍ତାକାଲି ଠାରୁ ସ୍କୁଲ ପିଲାଙ୍କ ପାଇଁ ଖରା ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ…
() ଆସନ୍ତାକାଲି ଠାରୁ ସ୍କୁଲ ପିଲାଙ୍କ ପାଇଁ ଖରା ଛୁଟି,
ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ।
ଅପ୍ରେଲ ୨୧ରୁ ଅନ୍ୟାଦେଶ ପର୍ଯ୍ୟନ୍ତ ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ସବୁ ସ୍କୁଲ ବନ୍ଦ ରହିବ।
{}...
ଦିବ୍ୟାଙ୍ଗ ମାନଙ୍କୁ ସକ୍ଷମ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନୂଆ ପ୍ରୟାସ..
() ଭିନ୍ନକ୍ଷମ ହେବେ ସୁଦକ୍ଷ ଖୋର୍ଦ୍ଧାରେ ‘ବିଜୁ ମହାବୀର ଜୟପୁର ଫୁଟ୍ ସେଣ୍ଟର’ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ।
ରାଜ୍ୟର ସବୁ ଭିନ୍ନକ୍ଷମ ମାନଙ୍କୁ କୃତ୍ରିମ ଅଙ୍ଗ ଯୋଗାଇ ଦେବା ଆମର ଲକ୍ଷ୍ୟ – ମୁଖ୍ୟମନ୍ତ୍ରୀ
{}...
ସମ୍ବିଧାନକୁ ବଂଚାଇବା ଦାବିରେ ଭୁବନେଶ୍ୱର ଜିଲ୍ଳା କଂଗ୍ରେସର ସତ୍ୟାଗ୍ରହ…
{} ଭାରତବର୍ଷର ଗଣତନ୍ତ୍ରର ସୁରକ୍ଷା, ଗଣତାନ୍ତ୍ରିକ ଅନୁଷ୍ଠାନର ସୁରକ୍ଷା ଏବଂ ସମ୍ବିଧାନକୁ ବଂଚାଇବା ଦାବିରେ ଭୁବନେଶ୍ୱର ଜିଲ୍ଳା କଂଗ୍ରେସର ସତ୍ୟାଗ୍ରହ।
() ଭାରତବର୍ଷର ଗଣତନ୍ତ୍ର ଏଇ ମାତ୍ର ୯ଟି ବର୍ଷ ଭିତରେ ଅତ୍ୟନ୍ତ ଦୁର୍ବଳ...
ବିଜେଡି କାହିଁକି ୨୫ବର୍ଷ ଧରି ଲୋକଙ୍କ ହୃଦୟରେ ଅଛି;ଦେବଗଡ଼ ଏହି ଷ୍ଟୋରୀ ପଢନ୍ତୁ……
() ବିଜେଡି କାହିଁକି ୨୫ବର୍ଷ ଧରି ଲୋକଙ୍କ ହୃଦୟରେ ଅଛି,, ଦେବଗଡ଼ ଏହି ଷ୍ଟୋରୀ ପଢନ୍ତୁ.....
{} ବିଜୁ ଜନତା ଦଳ, ଓଡ଼ିଶାବାସୀଙ୍କ ବଳ l ସାଢେ଼ ଚାରି କୋଟି ଓଡ଼ିଆ ହେଉଛନ୍ତି ବିଜେଡିର...
() ଝାରସୁଗୁଡ଼ା ଉପନିର୍ବାଚନ ନିମନ୍ତେ କଂଗ୍ରେସ ତାରକା ପ୍ରଚାରକ ନାମ ତାଲିକା ଘୋଷିତ।
() ଝାରସୁଗୁଡ଼ା ଉପନିର୍ବାଚନ ନିମନ୍ତେ କଂଗ୍ରେସ ତାରକା ପ୍ରଚାରକ ନାମ ତାଲିକା ଘୋଷିତ।
{} ଚଳିତ ଝାରସୁଗୁଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀ ଶ୍ରୀ ତରୁଣ ପାଣ୍ଡେଙ୍କ ନିମନ୍ତେ ପ୍ରଚାର କରିବା...
ଭୁବନେଶ୍ବରରେ ପ୍ରତିଷ୍ଠା ହେବ ୩ଟି ନୂଆ ଅଗ୍ନିଶମ ସେବା କେନ୍ଦ୍ର..
{}ଭୁବନେଶ୍ବରରେ ପ୍ରତିଷ୍ଠା ହେବ ୩ଟି ନୂଆ ଅଗ୍ନିଶମ ସେବା କେନ୍ଦ୍ର।
ନିୟୋଜିତ ହେବେ ୪୫ ନୂଆ କର୍ମଚାରୀ।
() ଭୁବନେଶ୍ବରରେ ୩ଟି ନୂଆ ଅଗ୍ନିଶମ ସେବା କେନ୍ଦ୍ର (Fire Station) ପ୍ରତିଷ୍ଠା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଶ୍ରୀ...
ସୋଆରେ ଗଣତାନ୍ତ୍ରିକ ପରମ୍ପରା ସମ୍ପର୍କିତ କର୍ମଶାଳା…
() ସୋଆରେ ଗଣତାନ୍ତ୍ରିକ ପରମ୍ପରା ସମ୍ପର୍କିତ କର୍ମଶାଳା,
ଭୁବନେଶ୍ୱରରେ ୮ଟି ଦେଶର ପ୍ରତିନିଧି।
{} ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ସମ୍ପର୍କରେ ଅଧିକ ଉପଲବ୍ଧି ନିମନ୍ତେ ଭାରତ ଗସ୍ତରେ ଆସିଥିବା ୮ଟି ବିଭିନ୍ନ ଦେଶର ପ୍ରତିନିଧିମାନେ ଶୁକ୍ରବାର...
ସୋଆରେ ଗଣତାନ୍ତ୍ରିକ ପରମ୍ପରା ସମ୍ପର୍କିତ କର୍ମଶାଳା ;ଯୋଗ ଦେବେ ୮ଟି ଦେଶର ପ୍ରତିନିଧି….
{} ସୋଆରେ ଗଣତାନ୍ତ୍ରିକ ପରମ୍ପରା ସମ୍ପର୍କିତ କର୍ମଶାଳା।
ଯୋଗ ଦେବେ ୮ଟି ଦେଶର ପ୍ରତିନିଧି।
{} ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ସମ୍ପର୍କରେ ଅଧିକ ଉପଲବ୍ଧି ନିମନ୍ତେ ଭାରତ ଗସ୍ତରେ ଆସିଥିବା ୮ଟି ବିଭିନ୍ନ ଦେଶର ପ୍ରତିନିଧିମାନେ...
ପଦ୍ମ ଛାଡ଼ି ଶଙ୍ଖ ଧରିଲେ ଦେଓଗଡ ଜିଲ୍ଲା ବିଜେପି ସଭାପତି ମିନକେତନ ପ୍ରଧାନ….
() ବିଜୁ ଯୁବ ଜନତା ଦଳ କାର୍ଯ୍ୟାଳୟରେ ବିଜେଡିର ମିଶ୍ରଣ ପର୍ବ। ବିଜେପି ଛାଡି ବିଜେଡିରେ ମିଶିଲେ ଦେଓଗଡ ଜିଲ୍ଲା ବିଜେପି ସଭାପତି ମିନକେତନ ପ୍ରଧାନ ।ବିଜେଡିର ରାଜ୍ୟ ସଭା ସାଂସଦ ମାନସ...
ହରିଶ୍ଚନ୍ଦ୍ର ସହାୟତା ରାଶିରେ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ…
() ହରିଶ୍ଚନ୍ଦ୍ର ସହାୟତା ରାଶିରେ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ ।
ପ୍ରତି ପଞ୍ଚାୟତରେ ପାଇଁ ୧୫ ହଜାର ଟଙ୍କାର ରିଭଲଭିଂ ଫଣ୍ଡ,
ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୧୦,କୋଟି ଟଙ୍କା ମଞ୍ଜୁର।
{} ଗରିବ ଲୋକମାନେ ଯେପରି ତାଙ୍କ...














