ରାଜ୍ୟରେ ନୂଆ ୧୩୦ କରୋନା ଆକ୍ରାନ୍ତ ଚିହ୍ନଟ@୧୬୦୮…
ରାଜ୍ୟରେ ନୂଆ ୧୩୦ କରୋନା ଆକ୍ରାନ୍ତ ଚିହ୍ନଟ@୧୬୦୮
ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା କମିବାର ନାଁ ଧରୁ ନାହିଁ। ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଜି ରାଜ୍ୟରେ ସର୍ବାଧିକ ୧୩୦ ଜଣ...
ଦୁଇ ମାସ ପରେ ଜଗା ଦର୍ଶନ : ହାତୀ ବେଶ ହେବେ ମହାପ୍ରଭୁ…
ପୁରୀ : ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ସ୍ନାନ ବେଦୀରେ ବିଜେ ହୋଇଛନ୍ତି ଚତୁର୍ଦ୍ଧା ମୁରତି। ବିଡ଼ମ୍ବନାର ବିଷୟ କରୋନା ମହାମାରୀ ପାଇଁ ବିନା ଭକ୍ତରେ ମହାପ୍ରଭୁଙ୍କ ସ୍ନାନ ଯାତ୍ରା ଅନୁଷ୍ଠିତ ହେଉଛି।...
ସ୍ନାନମଣ୍ଡପରେ ଚତୁର୍ଦ୍ଧା ମୂର୍ତ୍ତି…..
ପୁରୀ : ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ସ୍ନାନ ମଣ୍ଡପରେ ବିଜେ କରିଛନ୍ତି ଚତୁର୍ଦ୍ଧା ମୂର୍ତ୍ତି l ମଙ୍ଗଳାଆରତୀ, ଅବକାଶ ନୀତି ଶେଷ ହୋଇଛି l ଚତୁର୍ଦ୍ଧା ମୂର୍ତ୍ତି ନିର୍ଧାରିତ ସମୟରେ ଧାଡି...
ମଧ୍ୟ ରାତିରୁ ଆରମ୍ଭ ହେବ ମହାପ୍ରଭୁଙ୍କ ସ୍ନାନ ଯାତ୍ରା
ପୁରୀ :ମଧ୍ୟ ରାତିରୁ ମହାପ୍ରଭୁଙ୍କ ସ୍ନାନ ଯାତ୍ରା ଅନୁଷ୍ଠିତ ହେବ। ନିଷ୍ପତ୍ତି ଅନୁସାରେ ସ୍ନାନଯାତ୍ରା ମଧ୍ୟରାତ୍ରରୁ ଆରମ୍ଭ ହୋଇ ତାପରଦିନ ସନ୍ଧ୍ୟା ପୂର୍ବରୁ ଶେଷ ହେବ। ରାତି ୧ଟାରୁ ଭୋର ୪ଟା ମଧ୍ୟରେ...
ଆତ୍ମ ସଂଜମ ଏକମାତ୍ର ବିକଳ୍ପ : ନବୀନ…..
ସଂଯମ ଏକମାତ୍ର ବିକଳ୍ପ....
ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ସମ୍ବୋଧନ କରିଛନ୍ତି। ଏହାସହ କରୋନାକୁ ଜିତିବା ପାଇଁ ୫ଟି ମୁଖ୍ୟ ଉପଦେଶ ଦେଇଛନ୍ତ।
୧. ଆଗାମି ୨୫ ଦିନ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ
୨....
ରାଜ୍ୟରେ ଆଉ ୬୫ କରୋନା ଆକ୍ରାନ୍ତ ସୁସ୍ଥ….
ଭୁବନେଶ୍ୱର:ଓଡିଶା ପାଇଁ ଏକ ଭଲ ଖବର ।ରାଜ୍ୟରେ ସୁସ୍ଥ ହେଲେ ଆଉ ୬୫ କରୋନା ପଜିଟିଭ ।ସେମାନେ ଗଂଜାମରୁ ୧୪, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରୁ ୧୦ ଜଣ ଲେଖାଏଁ, ଭଦ୍ରକରୁ ୮, କେନ୍ଦୁଝରରୁ...
ଜୁନ୍ ୮ରେ ଭରଚୁଆଲ ରାଲି ମାଧ୍ୟମରେ ଓଡ଼ିଶା ଲୋକଙ୍କୁ ସମ୍ବୋଧନ କରିବେ ଶାହା
ଭୁବନେଶ୍ୱର :ବିଜେପି ମୋଦି ସରକାରଙ୍କର ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂରଣ ହୋଇଛି। ଏହି ଅବସରରେ ଦଳ ଭରଚୁଆଲ ରାଲି କରିବାକୁ ଯାଉଛି। ଦେଶରେ ଲକ୍ ଡାଉନ ପାଇଁ ବିଜେପି ଡିଜିଟାଲ ମାଧ୍ୟମରେ...
ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବାଲିଅନ୍ତା ତହସିଲ୍…
ଭୁବନେଶ୍ୱର : ଜମିର କିଶମ ବଦଳାଇବା ପାଇଁ ୧ଲକ୍ଷ ୨୦ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବାଲିଅନ୍ତା ତହସିଲ୍ ଡ଼ାଟା ଏଣ୍ଟ୍ରି ଅପରେଟର ଧନେଶ୍ବର ସାହୁ। ତେବେ ସେ ନେଇଥିବା...
ଓଡ଼ିଶାରୁ ପଙ୍ଗପାଳ ବିପଦ ଟଳି ନାହିଁ: କୃଷିମନ୍ତ୍ରୀ ଅରୁଣ ସାହୁ
ଭୁବନେଶ୍ୱର : ଏବେ ଦେଶରେ ପଙ୍ଗପାଳ ନାମକ ଏକ ପୋକ ଅନେକ ଫସଲ ଉଜାଡୁଛି। ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ ଛତିଶଗଡ଼ ଆଦି ରାଜ୍ୟରେ ପଙ୍ଗପାଳ ଅନେକ ଫସଲ ନଷ୍ଟ ସାରିଲାଣି। ଏହା ନିକଟ...
ନିଜ ଭୁଲ୍ ସ୍ୱୀକାର କଲେ ଅପରାଜିତା : ଦେଲେଶହେ ଟଙ୍କା ଫାଇନ
ଭୁବନେଶ୍ୱର: ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି ଶହେ ଟଙ୍କା ଫାଇନ ଦେଇଛନ୍ତି। ସେ କୋଭିଡ ୧୯ ନିୟମକୁ ଉଲଙ୍ଘନ କରିଛନ୍ତି ବୋଲି ଅନୁଭବ କରି ଏହି ଅର୍ଥ ଡିସିପିଙ୍କ ନିକଟକୁ ପଠାଇ...