ନବୀନଙ୍କ ନୂଅା ବିଜେଡ଼ି ….
ଭୁବନେଶ୍ୱର: ସଶକ୍ତ ଓଡ଼ିଶା ଗଠନ ହେବ । ସେ ଦିଗରେ ଏବେ କାମ କରୁଛି ବିଜୁ ଜନତା ଦଳ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡ଼ି ସଂଗଠନକୁ ନୂଅାରୂପ ଦେଉଛନ୍ତି ।...
ଡିଜିପିଙ୍କୁ ନିରଞ୍ଜନ ସ୍ୱାଗତ : କହିଲେ ଠିକ ସମୟରେ ଠିକ ନିଷ୍ପତି ନେଇଛନ୍ତି…
ଭୁବନେଶ୍ୱର ତା ୩.୭. – ଜଣେ ତେର ବର୍ଷର ନାବାଳିକାଙ୍କୁ ବିରମିତ୍ରପୁର ଥାନାର ତତ୍କାଳନୀନ ଆଇଆଇସି ଆନନ୍ଦ ଚନ୍ଦ୍ର ମାଝୀ ଲଗାତର ପ୍ରାୟ ତିନିମାସ ଧରି ଦୁଷ୍କର୍ମ କରିବା ଓ ନାବଳିକାର ଗର୍ଭପାତ...
କାଳିଆ ପରେ ବଳିଆ ଯୋଜନା ହେଉଛି ସରକାରଙ୍କର ପୁଣି ଏକ ନିର୍ବାଚନୀ ଧୂଆଁବାଣ
ଭୁବନେଶ୍ୱର ତା ୩.୭- ଓଡ଼ିଶା ସରକାର ଭୂମିହୀନ ଚାଷୀଙ୍କପାଇଁ ପୁଣି ଏକ ନୂଆ ଯୋଜନା ପ୍ରଣୟନ କରିଛନ୍ତି । ଏହି ଯୋଜନାରେ ଆଗାମୀ ୨ ବର୍ଷ ଭିତରେ ୭ଲକ୍ଷ ଚାଷୀ ପରିବାର ହଜାରେ...
ଓଡ଼ିଶା ସାମ୍ବାଦିକ ସମନ୍ୱୟ କମିଟି ଗଠିତ
ଭୁବନେଶ୍ୱର, ୩ା୭: ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ଦୀର୍ଘ ଦିନର ସମସ୍ୟାର ସମାଧାନ ପାଇଁ ଏକକ ମଂଚ ଭାବରେ ଓଡ଼ିଶା ସାମ୍ବାଦିକ ସମନ୍ୱୟ କମିଟି ଗଠିତ ହୋଇଛି ।
ଶୁକ୍ରବାର ଦିନ ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ...
ବିପିୟୁଟି ଅନଲାଇନ ପରୀକ୍ଷା ନେଇ ପ୍ରଶ୍ନ ଉଠାଇଲା ଯୁବ ବିଜେପି…
ଭୁବନେଶ୍ୱର : ବିପିୟୁଟି ପରୀକ୍ଷା ନିୟମାବଳୀ ନେଇ ଉଠାଇଲେ ପ୍ରଶ୍ନ । BPUT ଅନେକ ପିଲା ଗାଁ ଗହଳିରେ ରହୁଛନ୍ତି ଅନ୍ୟ ରାଜ୍ୟରେ ମଧ୍ୟ ରହୁଛନ୍ତି। ତେଣୁ BPUT ର ପରୀକ୍ଷା ନିୟମାବଳୀ...
ରାଜ୍ୟ ସରକାର ଉପରେ ବର୍ଷିଲା ବିଜେପି..
ଭୁବନେଶ୍ୱର : ଓଡ଼ିଶାରେ ଆଇନଶୃଙ୍ଖଳା ସମ୍ପୂର୍ଣ ବିପର୍ଯ୍ୟସ୍ତ ହୋଇଛି। ମହିଳାମାନଙ୍କ ଉପରେ ସର୍ବାଧିକ ଅପରାଧ ହୋଇଛି। କୋରୋନା ମହାମାରୀ ସମୟରେ 2 ଘଟଣା ସାମ୍ନାକୁ ଆସିବା ପରେ ଏଥିରୁ ସ୍ପଷ୍ଟ ରକ୍ଷକ ହିଁ...
ଅଗଷ୍ଟ ୧୫ରେ ମିଳିପାରେ କରୋନା ଟୀକା !
ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ସଂଖ୍ୟା ହୁ ହୁ ହୋଇ ବଢିଚାଲିଛି।ଫଳରେ ଗାଁରୁ ସହର ସବୁଠି ଭୟର ବାତାବରଣ।ହେଲେ ଏଥିମଧ୍ୟରେ ଏକ ଖୁସି ଖବର ଆସିଛି। ଆସନ୍ତା ଅଗଷ୍ଟ ୧୫ ତାରିଖରେ...
କୋଭିଡ-୧୯ ପରିସ୍ଥିତିରେ କୁକୁଡ଼ା ଚାଷ ପାଇଁ ସ୍ୱତନ୍ତ୍ର ଯୋଜନା
ଭୁବନେଶ୍ୱର () କୋଭିଡ-୧୯ ପରିସ୍ଥିତିରେ ଚାଷୀଙ୍କ ଆୟ ବୃଦ୍ଧି ସହିତ ପୁଷ୍ଟିକର ଖାଦ୍ୟ ଯୋଗାଣ ଦିଗରେ ପ୍ରାଣୀ ସମ୍ପଦ ବିଭାଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା...
ସମ୍ ହସପଟିାଲ୍ରେ କୋଭଡି-୧୯ଭ୍ୟାକସିନ୍ର ପରୀକ୍ଷଣ ହେବ
ଭୁବନେଶ୍ୱର : ଭାରତରେ ପ୍ରଥମ କୋଭିଡ଼-୧୯ ଭ୍ୟାକସିନର ମଣିଷ ଉପରେ ପ୍ରୟୋଗ ନିମନ୍ତେ ଓଡ଼ିଶାର ଏକମାତ୍ର ପରୀକ୍ଷଣ କେନ୍ଦ୍ର ଭାବେ ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ...
ଗଞ୍ଜାମରେ ବଢୁଛି କରୋନା କହର: ଆଜି ରାଜ୍ୟରେ ୨୨୯ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା କମିବାର ନାଁ ଧରୁ ନାହିଁ। ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାସହ ଆଜି ୨୨୯ ଜଣ ନୂଆ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି ।...













