ରଥଯାତ୍ରା ଇତିହାସ ରଚିଛି : ନବୀନ…

ଭୁବନେଶ୍ୱର : ଚଳିତ ବର୍ଷର ମହାପ୍ରଭୁଙ୍କ ରଥଯାତ୍ରା ଇତିହାସ ରଚିଛି l  ବିନା ଭକ୍ତରେ ମହାପ୍ରଭୁଙ୍କ ରଥଯାତ୍ରାର ସମସ୍ତ ନୀତି ସୁରୁଖୁରୁରେ ଶେଷ ହୋଇଛି l  ଏଥିପାଇଁ ସେବାୟତ ବନ୍ଧୁମାନଙ୍କୁ, ଶ୍ରୀମନ୍ଦିର ଓ...

ସମ୍ବିତଙ୍କୁ ହୋଇଥିଲା କି କରୋନା? ନ ହେଲେ ପ୍ଲାଜମା ଦେଲେ କିପରି…..

ନୂଆଦିଲ୍ଲୀ: ଆଜି ବିଜେପି ମୁଖପାତ୍ର ସମ୍ବିତ ପାତ୍ର ହସ୍ପିଟାଲରେ ଯାଇ ପ୍ଲାଜମା ଦାନ କରିଛନ୍ତି। ଯାହାକି ସେ ତାଙ୍କ ଟୁଇଟରରେ ପୋଷ୍ଟ କରିଛନ୍ତି। ସେ ଟୁଇଟର ଲେଖିଛନ୍ତି କି ଆମର ପ୍ରଧାନମନ୍ତ୍ରୀ ସବୁବେଳେ...

ବାଲେଶ୍ୱରରେ ଜଣେ ବିଧାୟକଙ୍କୁ କରୋନା….

ବାଲେଶ୍ଵର : ରାଜ୍ୟରେ ଆଜି ପ୍ରଥମ ଥର ପାଇଁ ଜଣେ ବିଧାୟକ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି।  ଦୁଇ ଦିନ ତଳେ ତାଙ୍କ ସ୍ୱାବ ଟେଷ୍ଟ କରାଯାଇଥିଲା। ଯାହାକି ଆଜି ପୋଜିଟିଭ ଆସିଛି।...

ଆଜି ଶ୍ରାବଣ ମାସର ପ୍ରଥମ ସୋମବାର :ବୋଲବମ୍ ଭକ୍ତଂକୁ ଝୁରୁଛନ୍ତି ଭୋଳାବାବା

ଭୁବନେଶ୍ୱର: ବୋଲବମ ,ହରହର ବମ ଡାକ ଆଜି ଶୁଭୁନାହିଁ।କି କୌଣସି ଶିବ ମନ୍ଦିରରେ ମଧ୍ୟ କାଉଡ଼ିଆଙ୍କ ଭିଡ଼ ଦେଖାଯାଉନି। କହିବାର ମାନେ ହେଉଛି ଆଜି ଶ୍ରାବଣ ମାସର ପ୍ରଥମ ସୋମବାର। ଲୋକ ଗହଳିରେ...

ବିଜେଡି ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ପାଇଁ ସାରଥୀ ସାଜିଛନ୍ତି ପ୍ରଣବ……

ଭୁବନେଶ୍ୱର : ଏବେ ଦିନକୁ ଦିନକୁ କରୋନା ଅଧିକ ଭୟଙ୍କର ହେଉଛି। ଦେଶ ତଥା ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢିଚାଲିଛି। ଏମିତି ସଙ୍କଟ ସମୟରେ ରାଜ୍ୟର ଅନେକ ରକ୍ତ...

ବିପଦର ବନ୍ଧୁ ଅରୁଣ : ଭିଡିଓ କଲିଂରେ ନୟାଗଡବାସୀଙ୍କ ସହ କଲେ ଆଲୋଚନା…

ଭୁବନେଶ୍ୱର : ବୁଝିଲେ ନର୍ବାଚନମଣ୍ଡଳୀ ସମସ୍ୟାସଦାସର୍ବଦା ଚର୍ଚ୍ଚାରେ ରହିଆସିଥିବା ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣକୁମାର ସାହୁ ଆଜି ଭିଡିଓ...

ରାଜ୍ୟରେ କଲବଲ କଲାଣି କରୋନା, ଆଜି ୨ଜଣଙ୍କ ମୃତ୍ୟୁ ସହ ୪୬୯ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଆଜି କରୋନାରେ ୨ ଜଣଙ୍କର ମୃତ୍ୟୁ ହୋଇଛି ।ସେମାନଙ୍କ ମଧ୍ୟରେ ଗଜପତି ଜିଲ୍ଲାରୁ ହୋଇଥିବା ବେଳେ ଅନ୍ୟ ଜଣଙ୍କ ସୁନ୍ଦରଗଡରୁ । ଆଜିକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁସଂଖ୍ୟା...

ସଭିଏଁ କହନ୍ତି ତମେ କେତେ ଭାଗ୍ୟବାନ, ହେଲେ ସବୁ ତାହାରି ଇଚ୍ଛା

ଭୁବନେଶ୍ୱର : ମାନ , ଅଭିମାନ ଓ ଦୃଢ ଇଚ୍ଛାଶକ୍ତି । ତାହା ସହ ତାଙ୍କର ଡ଼ାକରା । ଅାଜକୁ ୪ବର୍ଷ ହେବ ସେ କେମିତ ମତେ ତାହା ପାଖକୁ ଡ଼ାକି ନେଇଛି...

ବୋଲବମ୍ ବନ୍ଦ…..

ଭୁବନେଶ୍ୱର : ଦିନକୁ ଦିନ ରାଜ୍ୟରେ କରୋନା ସ୍ଥିତି ଜଟିଳ ହେବାରେ ଲାଗିଛି। ପ୍ରତେକ ଦିନ ରାଜ୍ୟର ଅଧିକାଂଶ ଜିଲ୍ଲାରୁ ପୋଜିଟିଭ ଚିହ୍ନଟ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଚଳିତ...

ରାଜ୍ୟରେ ଚିନ୍ତା ବଢ଼ାଉଛି ସ୍ଥାନୀୟ ସଂକ୍ରମଣ : ଗୋଟିଏ ଦିନରେ ୧୪୦

ଭୁବନେଶ୍ୱର : ରାଜ୍ୟରେ ଆଜି କରୋନାରେ ୫ଜଣଙ୍କର ମୃତ୍ୟୁ ହୋଇଛି ।ସେମାନଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାରୁ ୩ ଜଣ ଓ ଖୋର୍ଦ୍ଧା ଜିଲ୍ଲାରୁ ୨ ଜଣ । ଏହାସହ ରାଜ୍ୟରେ ମୋଟ ମୃତ୍ୟୁସଂଖ୍ୟା...

Follow us

20,832FansLike
0FollowersFollow
14,700SubscribersSubscribe

Latest news