ବିଧାୟକ ଅନନ୍ତ ନାରାୟଣ ଜେନା କରୋନାରେ ଆକ୍ରାନ୍ତ…

ଭୁବନେଶ୍ବର :ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ସେ ପଜିଟିଭ୍ ଥିବା ନେଇ ନିଜେ ଟ୍ବିଟ୍ କରି ସୂଚନା ଦେଇଛନ୍ତି । କୋଭିଡ୍-୧୯ର ଲକ୍ଷଣ...

ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି, ଓଡ଼ିଶାରେ ପ୍ରବଳ ବର୍ଷା ଆଶଙ୍କା

ଭୁବନେଶ୍ୱର : ବୁଧବାର ସକାଳେ ଉତ୍ତର ବଙ୍ଗୋପସାଗର ଏବଂ ଏହାର ସଂଲଗ୍ନ ଉତ୍ତର ପଶ୍ଚିମ ଦିଗ ଓ ଏହାର ଆଖପାଖ ଅଂଚଳରେ ଏକ ଲଘୁଚାପ ସୃଷ୍ଟି ହୋଇଥିବା କାରଣରୁ ଉପକୂଳ ଏବଂ ଉତ୍ତର...

ଚାଷ ଜମିରେ ବିଧାୟକ : ସାଧୁ ପ୍ରଣାମ ଜଣାଇଲେ କୃଷିମନ୍ତ୍ରୀ

ଭୁବନେଶ୍ୱର : ମନୋହର ରାନ୍ଧାରୀ । ନବରଙ୍ଗପୁର ଡ଼ାମୁଗାଁ ବିଧାୟକ । ବିଜେଡ଼ିର ଦଳର ଏହି ବିଧାୟକ ଏବେ ଚାଷୀଙ୍କ ପାଇଁ ସବୁଠୁ ବଡ଼ ଉଦାହରଣ । କାରଣ କଥାରେ ଅଛି ଚାଷ...

ଉପ ନିର୍ବାଚନରେ ନବୀନ ସୁନାମୀ ଭୟ……

ଭୁବନେଶ୍ୱର : ବାଲେଶ୍ୱର ସଦର ଓ ତିର୍ତୋଲ  ଉପ ନିର୍ବାଚନ କେବେ ହେବ ଜଣାନାହିଁ । ଏଯାଏ ନିର୍ବାଚନ ତାରିଖ ଘୋଷଣା ହୋଇନାହିଁ । ହେଲେ ଏହାକୁ ଏବେ ରାଜନୈତିକ ଦଳ ଭିତରେ...

ଖୋର୍ଦ୍ଧା, କଟକ, ସୁନ୍ଦରଗଡ ଓ ରାୟଗଡା ଜିଲ୍ଲା ପାଇଁ ହେବ ସ୍ୱତନ୍ତ୍ର ରଣନୀତି…

କୋଭିଡ ମୁକାବିଲା ଖୋର୍ଦ୍ଧା, କଟକ, ସୁନ୍ଦରଗଡ ଓ ରାୟଗଡା ଜିଲ୍ଲାରେ ସ୍ବତନ୍ତ୍ର ରଣନୀତି ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଆସନ୍ତା ସପ୍ତାହରେ କୋରାପୁଟରେ ପ୍ଲାଜମା ବ୍ୟାଙ୍କ ୫୦ ଲକ୍ଷ କୋଭିଡ ଯୋଦ୍ଧାଙ୍କୁ ତାଲିମ କୋଭିଡ...

କେନ୍ଦ୍ର ପାଖରେ ଅରୁଣଙ୍କ ଦାବି : ଓଡ଼ିଶାକୁ ଅଧିକ ୟୁରିଆ ଦିଅ..

ଭୁବନେଶ୍ୱର : ଓଡ଼ିଶାକୁ ଅଧିକ ୟୁରିଆ ସାର ଯୋଗାଇଦେବା ପାଇଁ ଆଜି ପୂର୍ବାହ୍ନରେ ଭିଡ଼ିଓ କନ୍ଫରେନ୍ସିଂ ବୈଠକରେ କେନ୍ଦ୍ର ସରକାରଙ୍କ ରାଜ୍ୟ ରସାୟନ ଓ ସାର ମନ୍ତ୍ରୀ ଶ୍ରୀ ମନସୁଖ ଭାଇ ମାଣ୍ଡଭିୟଙ୍କୁ...

ରାଜ୍ୟରେ ୧ ମିଲିଅନ ଟପିଲା କରୋନା ଟେଷ୍ଟ : ମୁଖ୍ୟମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା..

ଭୁବନେଶ୍ୱର : ରାଜ୍ୟରେ ୧ ମିଲିଅନ କରୋନା ଟେଷ୍ଟଙ୍ଗ କରାଯାଇଛି। ଯାହା ଦେଶର ଅନ୍ୟ ରାଜ୍ୟ ତୁଳନାରେ ବହୁତ ଅଧିକ। ଓଡ଼ିଶାରେ ଅଧିକ ଟେଷ୍ଟଙ୍ଗ କରାଯାଉଥିଲେ ମଧ୍ୟ ପଜିଟିଭ ସଂଖ୍ୟା କମ୍ ଅଛି।...

“ଲୋକଙ୍କ ବିଶ୍ୱାସ ନ ଭାଙ୍ଗୁ ଗଣମାଧ୍ୟମ”

ଢେଙ୍କାନାଳ: ଲୋକଙ୍କୁ କେବଳ ସୂଚନା ଦେଇଦେଲେ ହେବନି, ବରଂ ଲୋକଙ୍କୁ ଶିକ୍ଷିତ କରିବା ସହ ସେମାନଙ୍କ ନିକଟରେ ସଠିକ୍‍ ଖବର ପହଞ୍ଚାଇବାକୁ ପଡ଼ିବ । କୌଣସି ବାହ୍ୟ ଶକ୍ତିର ଚାପରେ ପ୍ରଭାବିତ ନହୋଇ...

ସବୁଜ ପ୍ରଯୁକ୍ତିକୁ ନେଇ ସୋଆ ପକ୍ଷରୁ ଦୁଇ ଦିନିଆ ଭର୍ଚୁଆଲ୍ ସମ୍ମିଳନୀ ଆୟୋଜିତ

ଭୁବନେଶ୍ୱର : ଇଲେକ୍ଟ୍ରିକାଲ୍ ପାୱାର ଇଞ୍ଜିନିୟରିଂ, ଆଡଭାନ୍ସଡ କମ୍ପ୍ୟୁଟିଙ୍ଗ୍ ଏବଂ କମ୍ୟୁନିକେସନ୍ ଇଞ୍ଜିନିୟରିଂ ସମ୍ପର୍କରେ ବିସ୍ତୃତ ଆଲୋଚନା କରିବା ନିମନ୍ତେ ବିଶ୍ୱର ବିଭିନ୍ନ ପ୍ରାନ୍ତର ବିଶେଷଜ୍ଞମାନେ ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି...

ଏକାମ୍ରକ୍ଷେତ୍ର ନେବ ନୂଆରୂପ : ୨ଲକ୍ଷ ଲୋକ ଦେଖିପାରିବେ ଲିଙ୍ଗରାଜଙ୍କ ମହାଦୀପ….

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଆଜି ଏକାମ୍ରକ୍ଷେତ୍ର ଯୋଜନା ସଂପର୍କରେ ଏକ ବିସ୍ତୃତ ଉପସ୍ଥାପନା କରାଯାଇଥିଲା। ଶ୍ରୀ ଲିଙ୍ଗରାଜ ମନ୍ଦିର ସନ୍ନିକଟ ୬୬...

Follow us

20,832FansLike
0FollowersFollow
14,700SubscribersSubscribe

Latest news