ଚାଷୀ ଆନ୍ଦୋଳନ ନେଇ କଣ କହିଲା ବିଜେଡି…….
ଭୁବନେଶ୍ୱର : ବିଜୁ ଜନତା ଦଳ ଚାଷୀ ଙ୍କ ସହ ରହିଛି ।ଆମେ ଚାଷୀ ଙ୍କ ପାଇଁ ବିଧାନସଭା ରେ ରିଜୋଲେସନ ପାରିତ କରିଥିଲୁ ,ଏମଏସପି ଦୁଇ ଗୁଣ କରିବା ପାଇଁ ।ଏହାସହ
ଆମେ...
ଚାଷୀ ଆନ୍ଦୋଳନ ନେଇ ରାଜ୍ୟ ବିଜେପିର 10ଟା ପଏଣ୍ଟ…
ଭୁବନେଶ୍ୱର :
1- ସ୍ବାଧୀନତାର ସାତ ଦଶନ୍ଧି ଧରି ଚାଷୀଙ୍କ ପାଇଁ ଯାହା ହୋଇପାରିନଥିଲା ତାହା ମୋଦି ସରକାରର ଛ ବର୍ଷ ଶାସନକାଳ ଭିତରେ ହୋଇଛି ।
2- ଏହି କୃଷି ଆଇନରେ ଦଲାଲ ମାନେ...
ବନ୍ଦ ସଂପୂର୍ଣ୍ଣରୂପେ ସଫଳ ହୋଇଛି : କଂଗ୍ରେସ…
ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କର ୩ଟି କୃଷି ଆଇନ ବିରୋଧରେ କୃଷକ ମାନଙ୍କ ଦ୍ୱାରା ଡକା ଯାଇଥିବା ଭାରତ ବନ୍ଦକୁ କଂଗ୍ରେସ ପୂର୍ଣ୍ଣ ପ୍ରାଣରେ ସମର୍ଥନ ଜଣାଇଛି । ଭାରତ ବର୍ଷର ୧...
ଭାରତ ବନ୍ଦକୁ କଂଗ୍ରେସ ପୂର୍ଣ୍ଣ ମାତ୍ରାରେ ସମର୍ଥନ: ନିରଞ୍ଜନ
ଭୁବନେଶ୍ୱର :ଆସନ୍ତା କାଲି ଭାରତ ବନ୍ଦକୁ କଂଗ୍ରେସ ପୂର୍ଣ୍ଣ ମାତ୍ରାରେ ସମର୍ଥନ ଜଣାଉଛି ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି । ଜିଲ୍ଲା ସ୍ତରରେ ପ୍ରତିବାଦ ସହ ପ୍ରମୁଖ ସ୍ଥାନରେ ବନ୍ଦ...
ସମ୍ବଲପୁର ଓୟୁଜେର ନବକଳେବର :ପ୍ରଭାତ ସଭାପତି,ସାଧାରଣ ସମ୍ପାଦକ ରାଜେଶ ..
ଭୁବନେଶ୍ୱର : ନାକଟିଦେଉଳ ଚମ୍ପାଳି ନିକଟସ୍ଥ ବନବିଭାଗର ନର୍ସରୀ ଠାରେ ସମ୍ବଲପୁର ଜିଲ୍ଲା ସାମ୍ବାଦିକ ୟୁନିଅନ୍ ର ନୂତନ କର୍ମକର୍ତ୍ତା ଚୟନ ଏବଂ ଦ୍ୱିବାର୍ଷିକ ସାଧାରଣପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ନାକଟିଦେଉଳ...
ଉତ୍ତର ଓଡ଼ିଶା ପାଇଁ ପ୍ରଣବଙ୍କ ବ୍ଲୁ ପ୍ରିଣ୍ଟ : କହିଲେ ନେତା ବଡ଼ ନୁହେଁ, କର୍ମୀ ବଡ଼
ଭୁବନେଶ୍ୱର : ଆମର ନେତୃତ୍ୱ ଗୋଟେ । ଆମେ ସବୁ କର୍ମୀ । ଦଳରେ ନେତା ହେବାକୁ ଯିଏ ଚାହିଁବ ତାହାର ଗୁରୁତ୍ୱ ନୁହେଁ , ବଂର ଭଲ କର୍ମୀ ଯିଏ ହେବ...
13ରେ ଯାଜପୁର ଓୟୁଜେର ନବକଳେବର…….
ଯାଜପୁର : ଡିସେମ୍ବର 13 ତାରିଖରେ ଯାଜପୁର ଓୟୁଜେର ନୂଆ ଟିମ ଘୋଷଣା ହେବ l ଏନେଇ ଶନିବାର ଯାଜପୁରର ଏକ ହୋଟେଲରେ ଜିଲ୍ଲା ସାମ୍ବାଦିକ ୟୁନିଅନ ପକ୍ଷରୁ ଏକ ଜରୁରୀ ବୈଠକ...
୫ଟି ସମୁଦ୍ରକୂଳକୁ ବ୍ଲୁ ଫ୍ଲାଗ୍ ମାନ୍ୟତା ତଥା ଗ୍ଲାମ୍ପିଂ ଯୋଜନା…
ଭୁବନେଶ୍ୱର :ଓଡ଼ିଶା ଉପକୂଳରେ ପୁରୀ ବ୍ୟତିତ ଆଉ ୫ଟି ସମୁଦ୍ରକୂଳକୁ ବ୍ଲୁ ଫ୍ଲାଗ୍ ମାନ୍ୟତା ତଥା ଗ୍ଲାମ୍ପିଂ ଯୋଜନା ଦ୍ୱାରା ଓଡ଼ିଶାର ପର୍ଯ୍ୟଟନ ଶିଳ୍ପର ମାନ ବୃଦ୍ଧି ପାଇବ ବୋଲି ରାଜ୍ୟ ସରକାରଙ୍କର...
ସବୁ ଜରୁରୀ ସହାୟତା ପାଇଁ ଗୋଟିଏ ନମ୍ବର- ୧୧୨…
ପୋଲିସ ବିଭାଗର ସବୁ ଜରୁରୀ ସହାୟତା ପାଇଁ ଗୋଟିଏ ନମ୍ବର- ୧୧୨
ତ୍ବରିତ ସେବା ପାଇଁ ୧୦୯୮ଟି ପଦବୀ ମଧ୍ୟ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର : ରାଜ୍ୟରେ ପୋଲିସ ପକ୍ଷରୁ ଯୋଗାଇ ଦିଆଯାଉଥିବା ସବୁ...
ଏକାମ୍ରକ୍ଷେତ୍ର ବିକାଶ ପ୍ରକଳ୍ପ ବୁଲି ଦେଖିଲେ ନବୀନ…..
ଭୁବନେଶ୍ୱର :ଏକାମ୍ରକ୍ଷେତ୍ର ପ୍ରକଳ୍ପ କାମ ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ l ଶ୍ରୀ ଲିଙ୍ଗରାଜ ମନ୍ଦିର ପାଇଁ ସ୍ବତନ୍ତ୍ର ଆଇନ ଖୁବ ଶୀଘ୍ରପୁରୀ ଶ୍ରୀମନ୍ଦିର ଆଇନ ଢାଞ୍ଚାରେ ଶ୍ରୀ ଲିଙ୍ଗରାଜ ମନ୍ଦିର ପାଇଁ ଖୁବ...














