ଗପିବି ମୁଁ କାହାସହ….
() ମହାନ୍ତି ବାବୁ । ସ୍ୱଭାବ ତାଙ୍କର ପୁରା ନିଆରା । ଦୁନିଆର ଗତି ଯୁଆଡ଼େ ଯାଉ , ତାଙ୍କର କିନ୍ତୁ ସେଥିରେ ଦେ ନେନ୍ ନାହିଁ । ସେ ଯେମିତି ଥିଲେ...
ଯାଜପୁରରେ ସ୍ବତନ୍ତ୍ର କୋଭିଡ଼ ହସ୍ପିଟାଲରେକୁ ମୁଖ୍ୟମନ୍ତ୍ରୀ ଙ୍କ ଅନୁମୋଦନ
ଯାଜପୁର ରେ ସ୍ବତନ୍ତ୍ର କୋଭିଡ଼ ହସ୍ପିଟାଲରେ କୁ ମୁଖ୍ୟମନ୍ତ୍ରୀ ଙ୍କ ଅନୁମୋଦନ
ଭୂବନେଶ୍ୱର : କୋଭିଡ଼ ରୋଗୀ ଙ୍କ ଚିକିତ୍ସା ପାଇଁ ଯାଜପୁର ରେ ଘରୋଇ ସହାୟତା ରେ ଏକ ସ୍ବତନ୍ତ୍ର କୋଭିଡ଼ ହସ୍ପିଟାଲ...
ପୁଣି ସରପଞ୍ଚଙ୍କୁ କରୋନା ମୁକାବିଲା ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ….
ସର୍ବଦଳୀୟ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
24 ମଇରୁ ତିନି ମାସ ପର୍ଯ୍ୟନ୍ତ ଘରକୁ ଘର ବୁଲି କରୋନା ଲକ୍ଷଣ ଓ ଜଟିଳ ରୋଗର ସର୍ଭେ କରିବେ ଆଶା କର୍ମୀ । ମିଳିବ ପ୍ରୋତ୍ସାହନ ।
ପ୍ରତି...
ପ୍ରଣବଙ୍କ ରାସ୍ତାରେ ଯୁବ ନେତା…
ଯାଜପୁରରେ କେହି ରହିବେନି ଭୋକିଲା
ପ୍ରଣବଙ୍କ ସେବା ପଥରେ ଯୁବନେତା
ମହାମାରୀରେ ସାଜିଛନ୍ତି ଗରିବଙ୍କ ବନ୍ଧୁ
ମଙ୍ଗଧରିଛନ୍ତି ଭଵ
ଯାଜପୁର : ନବୀନ ନୂଆ ଓଡିଶାର ବିନ୍ଧାଣି । ୨୧ ବର୍ଷ ଶାସନ କାଳ ଭିତରେ ଓଡ଼ିଶା ଅନେକ...
ଦୂରଦର୍ଶୀ ନବୀନଙ୍କ ପଥରେ ପ୍ରଣବ……
ଭୁବନେଶ୍ୱର : ଓଡ଼ିଶାରେ ରହିବନି ରକ୍ତର ଅଭାବ l ମହାମାରୀ ସମୟରେ ବି ରକ୍ତଦାନ ଅଭିଯାନ ଜୋରଦାର କରିଛି ବିଜେଡି l ଲକ ଡାଉନ ପାଇଁ ରକ୍ତ ସଂଗ୍ରହ ଯେଉଁ ଅଭାବ ଦେଖାଦେଇଛି...
ରକ୍ତ ସମ୍ପର୍କ ଓ ଆତ୍ମ ସମ୍ପର୍କ…..
() କୁହାଯାଏ ଦୁନିଆର ଶ୍ରେଷ୍ଠ ସମ୍ପର୍କ ହେଉଛି ରକ୍ତ ସମ୍ପର୍କ । କାରଣ ରକ୍ତ ରକ୍ତକୁ ଟାଣେ । ଖାସ ସେଥିଲାଗି ରକ୍ତ ସମ୍ପର୍କ ଯେଉଁଠି ଥାଏ କେତେବେଳେ ନାଁ କେତେବେଳେ ମଣିଷର...
ନୂଆ ସମୟ ଆସୁଛି…
() ଚକ୍ରପରି ବୁଲୁଛିି ସମୟ । ସମୟ ଚକ୍ରରେ ଜୀବନ ବୁଲୁଛି । ଏହି ଜୀବନ ଚକ୍ରରେ ସର୍ମ୍ପକ ଅନେକ ଆପେଆପେ ଗଢିଉଠେ । କିଛି ସର୍ମ୍ପକ ଚିରଦିନ ପାଇଁ ଯୋଡ଼ି ହୋଇଯାଏ...
ଟ୍ଵିଟ କଲେ ଯୁବନେତା ସିଦ୍ଧାର୍ଥ : ଲାଗୁ କଲେ ସରକାର
ଭୁବନେଶ୍ୱର : ବ୍ରହ୍ମପୁର ପୌରପାଳିକା ପକ୍ଷରୁ ସୋମବାରଠାରୁ ଘରଘର ବୁଲି ବରିଷ୍ଠ ନାଗରିକଙ୍କୁ କୋଭିଡ୍ ଭାକ୍ସନ୍ ଦେବା ନିଷ୍ପତିକୁ ସ୍ୱାଗତ କରିବା ସହ ଅଶେଷ ଧନ୍ୟବାଦ ଜଣାଇଛନ୍ତି ଖଣ୍ଡପଡାର ପୂର୍ବତନ ବିଧାୟକ ତଥା...
ସ୍ୱଳ୍ପ ସମୟ, ବହୁତ ଭଲପାଇବା….
() ହଠାତ ଦିନେ ସଂନ୍ଧ୍ୟା ହୋଇଆସୁଥାଏ । ଅଫିସ କାମରୁ ହାଲକା ହେବା ପାଇଁ କିଛି ବନ୍ଧୁ ଓ ପ୍ରିୟ ସହକର୍ମୀ ବାହାରକୁ ଆସିଲେ ଖୋଲାପବନରେ ଚା ପିଇବା ପାଇଁ । ସହରର...
ଚାଷୀ ଆମର ଶକ୍ତି ଓ ଅର୍ଥନୀତିର ମେରୁଦଣ୍ଡ : ପ୍ରଣବ ପ୍ରକାଶ ଦାସ..
ଭୁବନେଶ୍ୱର : ଆଜି ପବିତ୍ର ଅଷୟତୃତୀୟା।ରାଜ୍ୟର ଚାଷୀ ପରିବାର ପାଇଁ ଏକ ଆନନ୍ଦ ର ଦିନ । ଚାଷ କାମ ର ଅନୁକୂଳ ଆଜି ଠାରୁ ଆରମ୍ଭ ହୋଇଥାଏ । ଏହି ଅବସରରେ...














