ରାଜ୍ୟରେ ଟୀକା ନେଲେଣି 2କୋଟି36ଲକ୍ଷ ଲୋକ…

0
{}ବର୍ତ୍ତମାନ ସୁଦ୍ଧା 2କୋଟି36ଲକ୍ଷ ଡୋଜ ଦିଆସରିଛି। 1 କୋଟି78 ଲକ୍ଷ ପ୍ରଥମ ଡୋଜ ନେଇଛନ୍ତି। 58 ଲକ୍ଷ ଦ୍ଵିତୀୟ ଡୋଜ ନେଇଛନ୍ତି। 57 ପ୍ରତିଶତ ସରିଛି। ବାକି ଥିବା ଡୋଜର 70...

ଓଡ଼ିଶାରେ ଖୋଲିବ ୬୮ ଥାନା….

0
{}ରାଜ୍ୟରେ ନୂଆ ପୋଲିସ ଷ୍ଟେସନ ଓ ଥାନା ଖୋଲିବା ନେଇ ବିଧାନସଭାରେ ଉଦବେଗ । 68 ଟି ନୂଆ ଥାନା, 103 ଟି ଫାଣ୍ଡି ଓ 3 ଥାନା ର ନବୀକରଣ କରିବା...

ସୋମବାର ବିଧାନସଭାରେ ମରୁଡି ଉପରେ ହେବ ଆଲୋଚନା……

0
{} ଆଜି ବିଧାନସଭାରେ ରାଜ୍ୟରେ ସମ୍ଭାବ୍ୟ ମରୁଡି ପରିସ୍ଥିତି ସମ୍ପର୍କରେ ଆଲୋଚନା ହୋଇପାରେ। ସରକାରୀ ଦଳ ମୁଖ୍ୟ ସଚେତକ ବିଧାନସଭା ଏନେଇ ପ୍ରସ୍ତାବ ଆଗତ କରିବେ। ପୂର୍ଵରୁ ସମ୍ଭାବ୍ୟ ମରୁଡି ପରିସ୍ଥିତି ନେଇ...

ସ୍କୁଲ ରୂପାନ୍ତରୀକରଣ କାର୍ଯ୍ୟ କ୍ରମରେ ଏକ ମାଇଲଖୁଣ୍ଟ …

0
ଅନ୍ଧାରୁଆରେ ଓଡିଶା ଆଦର୍ଶ ବିଦ୍ୟାଳୟ ସ୍ଥାପନ ପାଇଁ  ଭିତ୍ତିପ୍ରସ୍ତର ରଖିଲେ ମୁଖ୍ୟମନ୍ତ୍ରୀ ଖର୍ଚ୍ଚ ହେବ ୧୦୦ କୋଟି ପାଠ ପଢ଼ି ବେ ଏକ ହଜାର ଛାତ୍ରଛାତ୍ରୀ ସ୍କୁଲ ରୂପାନ୍ତରୀକରଣ କାର୍ଯ୍ୟ କ୍ରମରେ ଏକ ମାଇଲଖୁଣ୍ଟ  {} ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ...

ରାଜ୍ୟରେ ଖୋଲିବ 24 ଟି ନୂଆ ଆଇଟିଆଇ କଲେଜ ….

0
() ବର୍ତ୍ତମାନ 49 ଟି ସରକାରୀ ଆଇଟିଆଇ ରହିଥିବା ବେଳେ 448 ଟି ବେସରକାରୀ ଆଇଟିଆଇ କଲେଜ ରହିଛି । ପିଲାଙ୍କୁ ଅଧିକରୁ ଅଧିକ ତାଲିମ ଦେବା ପାଇଁ ବିଭାଗ ଫୋକସ୍ କରୁଛି...

ଜଣେ ଗୁରୁ ଡ଼ଃ.ଅଚ୍ୟୁତ ସାମନ୍ତ ସାର୍ : ଛାତ୍ର ଇଂ.ରାଜଶେଖର ଲାହା

0
ଦିି () ଗୁରୁ   ଶବ୍ଦର ଅର୍ଥ ହେଲା ଏମିତି ଜଣେ ମଣିଷ ଯାହାଙ୍କର କୌଣସି ଏକ କ୍ଷେତ୍ରରେ ବିଶେଷ ଜ୍ଞାନ ଓ ଦକ୍ଷତା ରହିଛି ଏବଂ ଯିଏ ଏହାକୁ ଅନ୍ୟମାନଙ୍କର ମାର୍ଗଦର୍ଶନ ପାଇଁ...

ସାମ୍ବାଦିକତାରେ ପ୍ରତିଫଳିତ ହେଉ ସାମାଜିକ ପ୍ରତିବଦ୍ଧତା; ସ୍ୱାସ୍ଥ୍ୟମନ୍ତ୍ରୀ

ସାମ୍ବାଦିକତାରେ ପ୍ରତିଫଳିତ ହେଉ ସାମାଜିକ ପ୍ରତିବଦ୍ଧତା; ସ୍ୱାସ୍ଥ୍ୟମନ୍ତ୍ରୀ ଓଡିଶା ସାମ୍ବାଦିକ ୟୂନିଅନର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଓ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ସମ୍ବଲପୁର ୨୯ା୮ – ଓଡିଶା ସାମ୍ବାଦିକ ୟୂନିଅନ (ଓୟୂଜେ)ର ସୁବର୍ଣ୍ଣ ଜୟନ୍ତୀ ସମାରୋହ...

ବନ୍ଦ ହେଉ ସମ୍ବଲପୁର ଦୂରଦର୍ଶନ କେନ୍ଦ୍ର ଉଠାଇନେବା ପ୍ରୟାସ: ସୂଚନା ଓ ପ୍ରସାରଣ ମନ୍ତ୍ରୀଙ୍କୁ ଓୟୁଜେର ସ୍ମାରକପତ୍ର

ବନ୍ଦ ହେଉ ସମ୍ବଲପୁର ଦୂରଦର୍ଶନ କେନ୍ଦ୍ର ଉଠାଇନେବା ପ୍ରୟାସ: ସୂଚନା ଓ ପ୍ରସାରଣ ମନ୍ତ୍ରୀଙ୍କୁ ଓୟୁଜେର ସ୍ମାରକପତ୍ର ସମ୍ବଲପୁର, : ଦୀର୍ଘ ଚାରି ଦଶନ୍ଧିରୁ ଉର୍ଦ୍ଧ ଧରି ସମ୍ବଲ ଦୂରଦର୍ଶନ କେନ୍ଦ୍ର ପଶ୍ଚିମ ଓଡିଶାର...

ବବିଙ୍କ ବ୍ଲାଷ୍ଟର ଷ୍ଟ୍ରୋକ :ମୟୂରଭଞ୍ଜରେ ଭୂଷୁଡିଲା ବିଜେପିର ଦୁର୍ଗ

() ଓଡ଼ିଶାର ସବୁଠାରୁ ବଡ ଜିଲ୍ଲା ମୟୂରଭଞ୍ଜ ଦିନେ ବିଜେଡି ର ଅଭେଦ୍ୟ ଅଙ୍ଗ ଥିଲା। ହେଲେ ୨୦୧୭ ପଞ୍ଚାୟତ ନିର୍ବାଚନ ଓ ୨୦୧୯ ସାଧାରଣ ନିର୍ବାଚନରେ ଏହି ଦୁର୍ଗରେ ଧସେଇ ପଶିଥିଲା...

ସମୟ ଓ ମନ…..

() ସମୟ ବଡ଼ ବଳବାନ । ଆଜିର ବ୍ୟସ୍ତ ବହୁଳ ଜୀବନ ଭିତରେ କାହା ପାଖରେ ବି ଟିକେ ସମୟ ନାହିଁ । ପରିବାର ସହ ସମୟ କାଟିବା ତ ଦୂରର କଥା...

Follow us

20,832FansLike
0FollowersFollow
14,700SubscribersSubscribe

Latest news