ସତର୍କ ରୁହନ୍ତୁ ଏବେ ବି କୋରନା ଅଛି…
{}ପାର୍ବଣରେ ସଂକ୍ରମଣ ଓ ମୂର୍ତ୍ତି ଉଚ୍ଚତା ବିବାଦକୁ ନେଇ ସ୍ୱାସ୍ଥ୍ୟ ବିଭାଗର ମିଳିତ ପ୍ରେସମିଟ,ଯଦିଓ ସଂକ୍ରମଣ କମିଛି ତଥାପି ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସିନାହିଁ । କିଛି ରାଜ୍ୟରେ ସଂକ୍ରମଣ ଏବେ ବି...
ଲଗାଣ ବର୍ଷା ଯୋଗୁଁ ସମସ୍ତ ବିଦ୍ୟାଳୟ ଗୁଡିକ ବନ୍ଦ….
{}ପାଣି ପାଗ ବିଭାଗର ଆକଳନ ଅନୁସାରେ , ସ୍ଵତନ୍ତ୍ର ରିଲିଫ୍ କମିଶନର ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବଙ୍କ ସହ ଆଲୋଚନା ଉପରାନ୍ତେ ରେଡ ୱାର୍ଣିଗ ଜାରି ହୋଇଥିବା...
ଆହୁରି ବର୍ଷିବ…
ଗଭୀର ଅବପାତାର ରୂପ ନେଲା ବଙ୍ଗପସାଗରରେ ସୃଷ୍ଟ ଲଘୁଚାପ । ବର୍ତ୍ତମାନ ଏହା ଉତ୍ତର ପୂର୍ବ ବଙ୍ଗପସାଗର ଓ ଓଡିଶା ଉପ କୂଳରେ ସକ୍ରିୟ ରହିଛି ।
ଏହା ପ୍ରଭାବରେ ଉତ୍ତର ଓ ଉତ୍ତର...
ଡକ୍ଟର ଦେବ୍ ମହାନ୍ତି ପବ୍ଲିକସ୍କୁଲରେ ସଫଳତାର ସହ ନିଟ୍ ପରୀକ୍ଷା ଶେଷ…
{}ସାଲେପୁର : ଡକ୍ଟର ଦେବ୍ ମହାନ୍ତି ପବ୍ଲିକସ୍କୁଲ ଖଣ୍ଡସାହି ନିଟ୍ (ଘଋଋଞ) ପରୀକ୍ଷା ସେଣ୍ଟରରେ ସଫଳତାର ସହ ଶେଷ ହୋଇଛି । ସ୍କୁଲ କତ୍ତୃ ପକ୍ଷଙ୍କ ସଫଳ ପରୀକ୍ଷା ଆୟୋଜନ ଓ ଜାତୀୟ...
ନବୀନଙ୍କ ନେତୃତ୍ୱରେ ଗଢାଯିବ ନୂଆ ଓଡ଼ିଶା ; ପ୍ରଣବ କହିଲେ -ଶୋଷଣ, ଭାଷଣ ନୁହେଁ, ଏବେ ବିକାଶ...
ନବୀନଙ୍କ ନେତୃତ୍ୱରେ ଗଢାଯିବ ନୂଆ ଓଡ଼ିଶା ; ପ୍ରଣବ କହିଲେ -ଶୋଷଣ, ଭାଷଣ ନୁହେଁ, ଏବେ ବିକାଶ ହିଁ ବିକାଶ ..,
ସୁନ୍ଦରଗଡ ହେଲା ସବୁଜମୟ...
ସଂଗଠନକୁ ଅଧିକ ଶକ୍ତିଶାଳୀ କରିଛନ୍ତି ପ୍ରଣବ
କର୍ମୀ ଓ ନେତାଙ୍କୁ...
ନୂଆଁଖାଇରେ ଝଲସିଲା ମା’ସମଲେଶ୍ୱରୀ ପୀଠ…
{}ମା’ ସମଲେଶ୍ୱରୀ ପୀଠରେ ଲାଇଟ୍ ଆଣ୍ଡ ସାଉଣ୍ଡକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
‘ନୂଆଁଖାଇ ଭେଟଘାଟ’ରେ କଳା ଓ ସଂସ୍କୃତିର ଝଲକ ଦେଖାଇଲେ କଳାକ
{}ସମ୍ବଲପୁର : ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ...
ରବି ଫସଲ ପାଇଁ ନୂଆଖାଇ ରେ ମିଳିଲା ମୁଖ୍ୟମନ୍ତ୍ରୀଙ୍କ କାଳିଆ ସହାୟତା….
{}ରବି ଫସଲ ପାଇଁ ନୂଆଖାଇ ରେ ମିଳିଲା ମୁଖ୍ୟମନ୍ତ୍ରୀଙ୍କ କାଳିଆ ସହାୟତ
୩୭ ଲକ୍ଷ ଚାଷୀ ପରିବାରର ବ୍ୟାଙ୍କ ଆକାଉଣ୍ଟକୁ ଗଲା 743 କୋଟି
କୋଭିଡ ମହାମାରୀ ଆରମ୍ଭ ଠାରୁ ଆଜି ପର୍ଯ୍ୟନ୍ତ କାଳିଆ ଯୋଜନାରେ...
ଟୀକା ନେଲା ପରେ ବି 20% ଙ୍କ ପାଖରେ ସୃଷ୍ଟି ହେଉନି ଆଣ୍ଟିବଡି…
( ) ଅଗଷ୍ଟରୁ ସେପ୍ଟେମ୍ବର ପ୍ରଥମ ସପ୍ତାହ ଭିତରେ ରାଜ୍ୟର 600 ସାମ୍ପଲକୁ ଜେନମ ସିକ୍ୱେନ୍ସିଂ କରାଯାଇଥିଲା । 425 ଡେ଼ଲ୍ଟା ଭାରିଏଣ୍ଟ ବାହାରିଥିଲା । ଅନ୍ୟ ସବୁ ସାମ୍ପଲ ଅନ୍ୟ ଭାରିଏଣ୍ଟର...
ପୁଣି ନବୀନ ଦେଲେ ରାଜନୀତିରେ ବଡ ବାର୍ତ୍ତା : ଦଳରୁ ନିଲମ୍ବିତ ହେଲେ ବାହୁବଳୀ ବିଧାୟକ ପ୍ରଶାନ୍ତ...
() ନବୀନ ପଟ୍ଟନାୟକ l ୨୧ ବର୍ଷ ଧରି ଓଡ଼ିଶାର ଶାସନର ଭାର ଧରିଛନ୍ତି l ଲୋକେ ତାଙ୍କୁ ସବୁ ନିର୍ବାଚନରେ ବିଜୟୀ କରୁଛନ୍ତି । କାରଣ ସେ ସାଢ଼େ ୪କୋଟି ଓଡ଼ିଆଙ୍କ...
ଟୀକା ନେବା ପରେ ସଂକ୍ରମିତ ହେଲେ ଭଲ ହେବାକୁ ଅଧିକ ସମୟ ଲାଗୁଛି: ପ୍ରଫେସର ବାନାମ୍ବର ରାୟ
()କୋଭି ଡ୍ରୁ ରକ୍ଷା ପାଇବା ପାଇଁ ଦୁଇଟି ପ୍ରତି ଷେଧକ ଟୀକା ନେବା ପରେ ମଧ୍ୟ ଲୋକେ ଏହି ସଂକ୍ରମଣର ଶି କାର ହେଉଥିବା ଅନେକଙ୍କୁ ଆଶ୍ଚର୍ଯ୍ୟାନ୍ୱ ି ତ କରୁଛି ।...














