ଜମୁଛି ପିପିଲି ପ୍ରଚାର : ମଇଦାନକୁ ଓହ୍ଲାଇବେ ନବୀନ…
() ଆଗକୁ ପଂଚୟତ ଓ ପୌର ନିର୍ବାଚନ l ପିପିଲି ରେ ବିଜୟ ବାନା ଉଡ଼ାଇ ତିନି ପ୍ରମୁଖ ରାଜନୈତିକ ଦଳ ନିଜର ସବୁ ଶକ୍ତି ପ୍ରଦର୍ଶନ କରିବେ l ଏଥିପାଇଁ ସବୁ...
ଜଳଦ କୁମାର ତ୍ରିପାଠୀ ହେଲେ ରାଜ୍ଯ ମୁଖ୍ଯ ସୁଚନା କମିଶନର….
{}ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅଧ୍ଯକ୍ଷତାରେ ଗଠିତ କମିଟିର ସୁପାରିଶ କ୍ରମେ ଶ୍ରୀ ଜଳଦ କୁମାର ତ୍ରିପାଠୀଙ୍କୁ ରାଜ୍ଯ ମୁଖ୍ଯ ସୁଚନା କମିଶନର ଭାବେ ନିଯୁକ୍ତିକୁ ମାନ୍ୟବର ରାଜ୍ୟପାଳ ଅନୁମୋଦନ କରିଛନ୍ତି। ଏଥି ନିମନ୍ତେ ରାଜ୍ଯ...
ଦ୍ଵିତୀୟ ଡୋଜ ନେବାକୁ ଭୁଲି ଯାଉଛନ୍ତି ଲୋକେ…
{}ଗତକାଲି 4ଲକ୍ଷ5ହଜାର ଡୋଜ ଦିଆହୋଇଛି। ଦ୍ଵିତୀୟ ଡୋଜଜୁ ମିଶାଇଲେ 2 କୋଟି 87 ଲକ୍ଷ ଡୋଜ ଦିଆସରିଛି। ସେଥିରୁ 2 କୋଟି 10ଲକ୍ଷ ପ୍ରଥମ ଡୋଜ ଓ 77 ଲକ୍ଷ ଦ୍ଵିତୀୟ ଡୋଜ...
୨୭ ସେପ୍ଟେମ୍ବର ଭାରତ…
{}କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନବିରୋଧି ନୀତି ବିରୋଧରେ୭ଟି ଦଳର ରାଜ୍ୟସ୍ତରୀୟ ମିଳିତ ଗଣଧାରଣା
୨୭ ସେପ୍ଟେମ୍ବର ଭାରତ ବନ୍ଦଙ୍କୁ ସମର୍ଥନ ଘୋଷଣା।
()କେନ୍ଦ୍ର ସରକାରଙ୍କ କୃଷକ ଓ ଶ୍ରମିକ ବିରୋଧି ଆର୍ଥିକ ନୀତି ଏବଂ...
ରାଜ୍ୟରେ ବଢିଲା ଟିକାକେନ୍ଦ୍ର…
{}ରାଜ୍ୟରେ ଏବେ ୧୭୭୪ ଟିକାକେନ୍ଦ୍ର ଚାଲିଛି। ପୁର୍ବୃରୁ ରାଜ୍ୟରେ ୧୬ଶହ କେନ୍ଦ୍ର ରେ ଟିକାକରଣ ଚାଲିଥିଲା।ଦୈନିକ ଚାରି ଲକ୍ଷ ଟିକାକରଣ ଲକ୍ଷ ରଖାଯାଇଛି।।ଆବଶ୍ୟକ ପଡ଼ିଲେ ମହିଳାଙ୍କ ପାଇଁ ସ୍ବତନ୍ତ୍ର ଟିକାକରଣ କେନ୍ଦ୍ର କରାଯିବ।...
ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ…
{}ମୁଖ୍ୟମନ୍ତ୍ରୀଙ୍କ ବଲାଙ୍ଗୀର ଗସ୍ତ
ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନର ଶୁଭାରମ୍ଭ
ଜିଲ୍ଲାରେ ସାଢେ ଚାରି ଲକ୍ଷ ପରିବାର ପାଇବେ ହେଲ୍ଥ କାର୍ଡ
ଉତ୍ତମ ଚିକିତ୍ସା ସୁବିଧାରୁ କେହି ବଞ୍ଚିତ ନ ହେଉ,...
ଇଚ୍ଛା ସୀମତ ରହିଲେ ଶାନ୍ତି ମିଳିବ …
() ସମସ୍ତଙ୍କକୁ ଜୀବନରେ ଶାନ୍ତି ଦରକାର । ଶାନ୍ତି ବିନା ଜୀବନର ମୂଲ୍ୟକିଛି ନାହିଁ । ଏ ଶାନ୍ତି ମିଳିବ କେମିତି । ଜାତିସଂଘ ପକ୍ଷରୁ ଶାନ୍ତି ଦିବସ ପାଳନ କରାଯାଉଛି ।...
ରାଜ୍ୟରେ ଜାରି ରହିଛି ଟୀକା କରଣ….
{}ଗତକାଲି ଆମ ରାଜ୍ୟର ରେକର୍ଡ ସଂଖ୍ୟକ ଟୀକା କରଣ ହୋଇଛି । ଜାନୁଆରୀ 16ରେ ଆରମ୍ଭ ହୋଇଥିଲା ଟୀକା କରଣ । ଗତକାଲି 4 ଲକ୍ଷ 16 ହଜାର ଟୀକା ଦିଆଯାଇଛି ।...
ନୂଆ ଓଡ଼ିଶା ଯାତ୍ରା : ବିଜେଡ଼ି ମୁହାଁ ନେତାଏ ..
() ନୂଆ ଓଡ଼ିଶା ଗଠନ ହେବ । ସବୁ କ୍ଷେତ୍ରରେ ଓଡ଼ିଶା ପୁରା ଦେଶକୁ ବାଟଦେଖାଇବ । ହକି, ସ୍ମାର୍ଟ ହେଲର୍ଥ କାର୍ଡ଼, କାଳିଆ, ମମତା ଯୋଜନା ଠାରୁ ଆରମ୍ଭ କରି ପ୍ରାକୃତିକ...
ସୃଷ୍ଟି ହେବାକୁ ଯାଉଛି ବଙ୍ଗୋପସାଗର ରେ ଆଉ ଏକ ଘୁର୍ଣ୍ଣିବଳୟ…
୨୫ ସେପ୍ଟେମ୍ବର ବେଳକୁ ପୂର୍ବ-କେନ୍ଦ୍ରୀୟ ତତ-ସଂଲଗ୍ନ ଉତ୍ତର-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା। ସୃଷ୍ଟି ହେବାର ୪୮ ଘଣ୍ଟା ପରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି ଓଡିଶା ଉପକୂଳରେ ପହଞ୍ଚିବା...














