ପଶ୍ଚିମ ଓଡ଼ିଶାବାସୀଙ୍କ ହୃଦୟରେ ନବୀନ : ବିରୋଧିଙ୍କ ପଲିଟିକାଲ ଷ୍ଟଣ୍ଟ ଫ୍ଲପ୍….

.()ଯିଏ ଦୁଇ ଦଶନ୍ଧିରୁ ଓଡ଼ିଶାବାସୀଙ୍କ ହୃଦୟରେ ଅଛନ୍ତି, ସେ ମହାନ ଜନମାନସଙ୍କୁ ସାମାଜିକ ବାସନ୍ଦ କରିବାକୁ ଧମକ ଦେଲା ବିଜେପି । ହେଲେ କଳାହାଣ୍ଡିବାସୀ ଗେରୁଆ ଦଳକୁ ଉଚିତ୍ ଜବାବ ଦେଲେ ।...

ସ୍ମାର୍ଟ ହେଲ୍‌ଥ କାର୍ଡ ଯୋଜନାରେ ସାମିଲ ହେଲା କଳାହାଣ୍ଡି…

( )ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲ୍‌ଥ କାର୍ଡ ଯୋଜନାରେ ସାମିଲ ହେଲା କଳାହାଣ୍ଡି ଜିଲ୍ଲାର ୧୪ ଲକ୍ଷ ଲୋକ ପାଇବେ ସ୍ମାର୍ଟ କାର୍ଡ କୃଷି, ଶିକ୍ଷା ଓ ଭିତ୍ତିଭୂମି କ୍ଷେତ୍ରରେ କଳାହାଣ୍ଡି ଆଗୁଆ –...

ପଞ୍ଚାୟତ ନିର୍ବାଚନ ପାଇଁ ୱାର୍ଡ ୱାଇଜ ଭୋଟର ତାଲିକା ପ୍ରସ୍ତୁତ କରିବାକୁ ପ୍ରକ୍ରିୟା ଆରମ୍ଭ…

{ }ପଞ୍ଚାୟତ ନିର୍ବାଚନ ଆଉ ପାଦେ ଆଗକୁ ବଢିଲେ ରାଜ୍ୟ ନିର୍ବାଚନ ଆୟୋଗ । ୱାର୍ଡ ୱାଇଜ ଭୋଟର ତାଲିକା ପ୍ରସ୍ତୁତ କରିବା ପାଇଁ ଘୋଷଣା ହେଲା ତାରିଖ । ନଭେମ୍ବର 1,...

ପ୍ରତ୍ୟେକ ପ୍ରସଙ୍ଗରେ ଶସ୍ତା ରାଜନୀତି କରିବା ବିଜେପିର ଅଭ୍ୟାସ ହୋଇଗଲାଣି: ବିଜେଡି

( )ପ୍ରତ୍ୟେକ ପ୍ରସଙ୍ଗରେ ଶସ୍ତା ରାଜନୀତି କରିବା ବିଜେପିର ଅଭ୍ୟାସ ହୋଇଗଲାଣି: ବିଜେଡି {} ପ୍ରତ୍ୟେକ ପ୍ରସଙ୍ଗର ରାଜନୀତିକରଣ କରିବା ଏବଂ ଶସ୍ତା ରାଜନୀତି କରିବା ଓଡିଶା ବିଜେପିର ଅଭ୍ୟାସରେ ପରିଣତ ହୋଇଛି ।...

ସହରାଞ୍ଚଳର ସମସ୍ତ ବାସହୀନଙ୍କ ଯତ୍ନ ନେବାକୁ ନଗର ଉନ୍ନୟନ ମନ୍ତ୍ରୀଙ୍କ ନିର୍ଦ୍ଦେଶ..

( )ରାତ୍ରୀ ସମୟରେ ଆଶ୍ରୟକୁ ଗୁରୁତ୍ୱ ସହରାଞ୍ଚଳରେ ରହୁଥିବା ବାସହୀନ ଲୋକେ ଯେଭଳି ଶୀତରାତିରେ ହଇରାଣ ହରକତ ନହୁଅନ୍ତିତାହା ଉପରେ ଗୁରୁତ୍ୱ ଦେବାକୁ ରାଜ୍ୟ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ...

ସମ୍ କୋଭିଡ୍ ହସ୍ପିଟାଲ୍‌ରେ ସଫଳ ଅସ୍ତ୍ରୋପଚାର ସୁସ୍ଥ ହେଲେ ୧୧ ବର୍ଷର ବାଳିକା…

{} କୋଭିଡ୍ ସଂକ୍ରମିତ ଜଣେ ୧୧ ବର୍ଷୀୟ ବାଳିକାଙ୍କର ସମ୍ କୋଭିଡ୍ ହସ୍ପିଟାଲ୍‌ରେ ସଫଳ ଅସ୍ତ୍ରୋପଚାରକରାଯାଇଛି । ଆପେଣ୍ଡିସାଇଟିସ୍ ସମସ୍ୟା ଥିବା ଏହି ବାଳିକାଙ୍କର ଅସ୍ତ୍ରୋପଚାର କରି ତାଙ୍କୁ ସୁସ୍ଥ କରିଛନ୍ତି ସମ୍...

ବିଭିନ୍ନ ରାଜନୈତିକ ଦଳ ମାନଙ୍କ ସହିତ ରାଜ୍ୟ ନିର୍ବାଚନ କମିଶନଙ୍କ ଆଲୋଚନା ପରେ କମିଶନ ଆଦିତ୍ୟ ପାଢ଼ୀଙ୍କ ପ୍ରତିକ୍ରିୟା…

( )ବିଭିନ୍ନ ରାଜନୈତିକ ଦଳ ମାନଙ୍କ ସହିତ ରାଜ୍ୟ ନିର୍ବାଚନ କମିଶନଙ୍କ ଆଲୋଚନା ପରେ କମିଶନ ଆଦିତ୍ୟ ପାଢ଼ୀଙ୍କ ପ୍ରତିକ୍ରିୟା । ଭୋଟର ତାଲିକା ନିର୍ଭୁଲ ଭାବେ ପ୍ରସ୍ତୁତ କରିବା ପାଇଁ ଆଲୋଚନା...

କମୁଛି ସଂକ୍ରମଣ…

() ବର୍ତ୍ତମାନ ଯେଉଁଭଳି ଭାବରେ ସଂକ୍ରମଣ କମୁଛି ଏହା ଆମମାନଙ୍କ ପାଇଁ ଏକ ଭଲ ଲକ୍ଷଣ l ସ୍ୱାସ୍ଥ୍ୟ ବିଭାଗର ପ୍ରଚେଷ୍ଟା ଓ ଲୋକଙ୍କ ସହଯୋଗ ରେ ଆଜି ଏପରି ସଂକ୍ରମଣ କମିଛି...

ଜଣେ ଆଉ ଜଣଙ୍କ ପାଇଁ …

() ସଚିନ । ଜଣେ ଧନୀଘରର ପିଲା । ତା ପାଖରେ କିଛି ଅଭାବ ନାହିଁ । ଉଚ୍ଚଶିକ୍ଷା ପାଇଁ ରାଜଧାନୀ ଭୁବନେଶ୍ୱରରେ ରହି ପଢାପଢି କରୁଛି । ସମୟର ମୂଲ୍ୟ ବୁଝିବା...

ରାଜ୍ୟ ମହିଳା କଂଗ୍ରେସ କମିଟିର ନୂତନ କର୍ମକର୍ତା ଓ ଜିଲ୍ଲା ମହିଳା ସଭାନେତ୍ରୀଙ୍କ ନାମ ଘୋଷଣା…

( ) ରାଜ୍ୟରେ ମହିଳା କଂଗ୍ରେସକୁ ସୁଦୃଢ଼ କରିବାପାଇଁ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ଆହ୍ବାନକ୍ରମେ ଅଖିଳ ଭାରତ ମହିଳା କଂଗ୍ରେସ କମିଟି କାର୍ଯ୍ୟବାହୀ ସଭାନେତ୍ରୀ ସୁଶ୍ରୀ ନେତା ଡି. ସୌଳା...

Follow us

20,832FansLike
0FollowersFollow
14,700SubscribersSubscribe

Latest news