ରାଜ୍ୟରେ ଆଜି ନୂଆ ୬୩ ଜଣ ଆକ୍ରାନ୍ତ ଚିହ୍ନଟ@୧୭୨୩…

- Advertisement -

ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା କମିବାର ନାଁ ଧରୁ ନାହିଁ। ଦିନକୁ ଦିନ ବଢ଼ିବାରେ ଲାଗିଛି।ଏହାସହ ରାଜ୍ୟରେ ଆଉ ୬୩ ଜଣ ନୂଆ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ସେମାନେ ଖୋର୍ଦ୍ଧା ସର୍ବାଧିକ ୧୨ ଆକ୍ରାନ୍ତ ଚିହ୍ନଟ । ଜଗତସିଂହପୁରରେ ୧୧ ଜଣ , ଢେଙ୍କାନାଳରେ ୯, ନୟାଗଡ଼ରେ ୭ , ବଲାଙ୍ଗିରରେ ୬ ,ଗଞ୍ଜାମରେ ୪, ବାଲେଶ୍ୱର କଟକରେ ୩,ସୁନ୍ଦରଗଡ଼ରେ ୨,ପୁରୀ, ,ମୟୂରଭଞ୍ଜ ,ସମ୍ବଲପୁର, କୋରାପୁଟ, ଝାରସୁଗୁଡା, ନବରଙ୍ଗପୁରରେ ଜଣେ ଲେଖାଏଁ କୋରୋନା ଆକ୍ରାନ୍ତ ଚିହ୍ନଟ
ହୋଇଛନ୍ତି ।ଏନେଇ ସ୍ୱସ୍ଥ୍ୟ ଓ ପରିବାର କଲ୍ୟାଣ ବିିଭାଗ ପକ୍ଷରୁ ସୂଚନା ଦେଇଛି ।ସେଥିମଧ୍ୟରୁ କ୍ବାରେଣ୍ଟିନ୍ ସେଣ୍ଟରରୁ ୬୧ଓ ୨ ଜଣ ସ୍ଥାନୀୟ ବାସିନ୍ଦା ବୋଲି ଜଣାପଡିଛି। ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭୨୩ରେ ପଂହଚିଛି । ଏହାସହ ୮୨୭ ଜଣ ଚିକିତ୍ସାଧୀନ,ଜଣ ୮୮୭ ସୁସ୍ଥ ହୋଇସାରିଲେଣି। ଆଉ ୭ ଜଣ ମୃତ୍ୟୁ ବରଣ କରିଛନ୍ତି।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles