ରାଜ୍ୟରେ ଆଉ ୬୭ କରୋନା ଆକ୍ରାନ୍ତ ଚିହ୍ନଟ @୧୩୩୬

- Advertisement -

ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା କମିବାର ନାଁ ଧରୁ ନାହିଁ। ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଜି ରାଜ୍ୟରେ ଆଉ ନୂଆ ୬୭ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ପ୍ରଥମ ଥର ପାଇଁ ଆଜି ନୂଆପଡାକୁ କରୋନା ଛୁଇଁଛି।
ଗଞ୍ଜାମ : ୭, ପୁରୀ : ୧୬ ,ଖୋର୍ଦ୍ଧା : ୩କଟକ : ୨ ,ନୟାଗଡ଼ : ୧୩ ,ସୁନ୍ଦରଗଡ଼ : ୪,ଅନୁଗୁଳ : ୬, ବଲାଙ୍ଗୀର : ୭ ,କଳାହାଣ୍ଡି : ୪, ମାଲକାନଗିରି : ୨ ,ଜଗତସିଂହପୁର : ୧,ଢେଙ୍କାନାଳ : ୧,ନୂଆପଡ଼ା : ୧ ବୋଲି ସ୍ୱସ୍ଥ୍ୟ ଓ ପରିବାର କଲ୍ୟାଣ ବିିଭାଗ ପକ୍ଷରୁ ସୂଚନା ଦେଇଛି।ସେମାନଙ୍କ ମଧ୍ୟରୁ ୬୦ଜଣ କ୍ବାରେଣ୍ଟିନ୍ ସେଣ୍ଟର୍ ର , ହୋମ କ୍ୱାରେଣ୍ଟାଇନ ୪ ଜଣ ଥିବାବେଳେ ୩ ଜଣ ଲୋକାଲ୍ ବୋଲି ଆକ୍ରାନ୍ତ ବୋଲି ଜଣାପଡିଛି।
ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩୩୬ରେ ପଂହଚିଛି । ଏହାସହ ୭ ଜଣ ମୃତ୍ୟୁ ବରଣ କରିଛନ୍ତି।ବର୍ତ୍ତମାନ ପ୍ରବାସୀ ଲୋକ ଆସିଲା ପରେ ରାଜ୍ୟରେ ବୃଦ୍ଧି ର ମାତ୍ରା ପାଇଛି।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles