ଜଗତସିଂହପୁରରୁ ନୂଆ ୨୦ କରୋନା ଆକ୍ରାନ୍ତ ଚିହ୍ନଟ..

- Advertisement -

ଭୁବନେଶ୍ୱର : ଜଗତସିଂହପୁର ପାଇଁ କିଛି ସମୟ ପୂର୍ବରୁ ଆସିଥିଲା ଏକ ଖୁସି ଖବର। ସମ୍ପୂର୍ଣ୍ଣ ଜିଲ୍ଲାକୁ କରୋନା ମୁକ୍ତ ଘୋଷଣା କରିଥିଲେ ସରକାର ।ହେଲେ ତାର କିଛି ସମୟ ପରେ ସବୁ ଖୁସି ପାଣିରେ ମିଳେଇ ଗଲା।ଜିଲ୍ଲାରେ ଏବେ ଆଉ ୨୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।ସେମାନେ ନାଉଗାଁ ରୁ ୧୯ ଓ କୁଜଙ୍ଗରୁ ଜଣେ ।ସମସ୍ତେ କଲକାତା ଫେରନ୍ତା ।ତେଣୁ ତାଙ୍କ ଟ୍ରାଭେଲ ହିଷ୍ଟୋରି ଷ୍ଟ୍ରେସିଂ ର ଆବଶ୍ୟକତା ନାହିଁ ବୋଲି ଜିଲ୍ଲାପାଳ କହିଛନ୍ତି।ସେମାନେ ନାଉଗାଁ ରୁ ୧୯ ଓ କୁଜଙ୍ଗରୁ ଜଣେ ।ସମସ୍ତେ କଲକାତା ଫେରନ୍ତା ।ତେଣୁ ତାଙ୍କ ଟ୍ରାଭେଲ ହିଷ୍ଟୋରି ଷ୍ଟ୍ରେସିଂ ର ଆବଶ୍ୟକତା ନାହିଁ ବୋଲି ଜିଲ୍ଲାପାଳ କହିଛନ୍ତି।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles