20ଜିଲ୍ଲାକୁ ଛୁଇଁଲା କରୋନା : ଆଜି ସକାଳୁ 58 ପଜେଟିଭ..

- Advertisement -

ଭୁବନେଶ୍ୱର : ବର୍ତ୍ତମାନର ବଡ଼ ଖବର। ୨୦ ତମ ଜିଲ୍ଲା ଭାଵରେ ଆଜି ଅନୁଗୁଳରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ପ୍ରଥମ ଥର ପାଇଁ ୧୩ ଜଣ ପୋଜିଟିଭ ବାହାରିଛି ଜିଲ୍ଲାରେ । ଏପଟେ ରାଜ୍ୟର ଚିନ୍ତା ବଢ଼ିଇଛି ଗଞ୍ଜାମ ଜିଲ୍ଲା। ଆଜି ଜିଲ୍ଲାରେ ଆଉ ୨୯ ଜଣ ପୋଜିଟିଭ ବାହାରିଛି। ଏହାସହ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୦୦ ଟପିଛି।ସେହିପରି ବାଲେଶ୍ଵରରେ ୧୫ ଓ ମୟୁରଭଞ୍ଜରେ ଜଣେ ଚିହ୍ନଟ ହୋଇଛନ୍ତି। ଆଜି ମୋଟ ୫୮ ଜଣ ଚିହ୍ନଟ ହୋଇଥିବା ସ୍ୱସ୍ଥ୍ୟ ଓ ପରିବାର କଲ୍ୟାଣ ବିିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏବେ ରାଜ୍ୟରେ ୩୫୨ରେ ପହଞ୍ଚିଛି। ଏହା ସହ କରୋନାରେ ଆଉ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଛି ।ଏହାକୁ ମିଶାଇ ରାଜ୍ୟରେ କରୋନାରେ ୩ ଜଣଙ୍କର ମୃତ୍ୟୁ ହେଲାଣି। ମୃତ ଵ୍ୟକ୍ତି ଜଣକ ଗଞ୍ଜାମ ର ବୋଲି ଜଣା ପଡିଛି।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles