ଆସିଲା ଖୁସି ଖବର : ରାଜ୍ୟରେ ଆଉ ୨ କରୋନା ରୋଗୀ ସୁସ୍ଥ

- Advertisement -

ଭୁବନେଶ୍ୱର : ରାଜ୍ୟ ପାଇଁ ଆସିଛି ଏକ ଖୁସି ଖବର । ଏବେ ଆଉ ଦୁଇ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଉଭୟ ହେଉଛନ୍ତି ଭୁବନେଶ୍ୱର ବାସିନ୍ଦା । ଆଜି ହସ୍ପିଟାଲ୍ ରୁ ସେମାନଙ୍କୁ ଡିସଚାର୍ଜ କରାଯାଇଛି । ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ଏହି ସୂଚନା ଦିଆଯାଇଛି । ବର୍ତ୍ତମାନ ଶୁଦ୍ଧା ରାଜ୍ୟରେ
୨୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି । ଏହାସହ ହସ୍ପିଟାଲରେ ଏବେ ୩୮ ଜଣ ଚିକିତ୍ସିତ ହେଉଛନ୍ତି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles