ରାଜ୍ୟରେ କରୋନା @108….

- Advertisement -

ଭୁବନେଶ୍ୱର: ରାଜ୍ୟରେ 108ଛୁଇଁଲା କାରୋନା ଆକ୍ରାନ୍ତ ସଂଖ୍ୟା।ବର୍ତ୍ତମାନ ଓଡ଼ିଶାରେ ଆଉ 5 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସବୁଠାରୁ ଚିନ୍ତାର ବିଷୟ ହେଉଛି ସମସ୍ତ ଆକ୍ରାନ୍ତ ବାଲେଶ୍ୱର  ଜିଲ୍ଲାର । ଏହି ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ 15କୁ  ଛୁଇଁଲା କରୋନା ସଂଖ୍ୟା।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles