କଲିକତା,ଭୋପାଳ ଏବଂ ଦିଲ୍ଲୀରୁ ଆସିଥିଲା କରୋନା

- Advertisement -

ଭୁବନେଶ୍ୱର: ଆଜି କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି ପ୍ରକାଶ କରିଛନ୍ତି ସରକାର।ବମୀଖାଲ ,ସୂର୍ଯ୍ୟ ନଗର ଏବଂ ପୁରୀର କରୋନା ଆକ୍ରାନ୍ତଙ୍କ ଗ୍ରସ୍ତ ବିବରଣୀର ସବିଶେଷ ତଥ୍ୟ ସାମ୍ନାକୁ ଆସିଛି।ବିଏମସି କମିଶନର ଏକ ସାମ୍ବାଦିକ ସମ୍ମିଳନୀରେ ଏ ନେଇ ସୂଚନା ଦେଇଛନ୍ତି।
ସୂର୍ଯ୍ୟନଗରର ଆକ୍ରାନ୍ତଙ୍କ ପରିବାର ସଦସ୍ୟ କିଛି ଦିନ ପୂର୍ବେ କଲିକତା ଯାଇଥିଲେ। ଏବଂ ସେଠାରେ ୪ ଦିନ ରହିଥିଲେ। ଏହାସହ ବମିଖାଲ ଆକ୍ରାନ୍ତଙ୍କ ବାପା ଭୋପାଳରେ ଥିବା ଜଣାପଡିଛି।ଏବଂ ତାଙ୍କର ନମୁନା ମଧ୍ୟ ପଜିଟିଭ ଜଣାପଡିଛି।
ଏହାସହ ପୁରୀର କରୋନା ଆକ୍ରାନ୍ତ ଜଣଙ୍କ ହେଉଛନ୍ତି ଜଣେ ପୋଷ୍ଟମ୍ୟାନ । ସେ ବିଜେବି ନଗର ସବପୋଷ୍ଟ ଅଫିସରେ ପୋଷ୍ଟମ୍ୟାନ ଭାବେ କାମ କରନ୍ତି। ସେ ଗତ ୧୦ ତାରିଖ ଦିନ ଦିଲ୍ଲୀରୁ ଫେରିଥିଲେ। ସେ ଗୌତମ ନଗର ଏବଂ କୋର୍ଟ ଅଞ୍ଚଳରେ ସେ ଡାକ ଦେବାନେବା କରନ୍ତି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles