ଭୁବନେଶ୍ୱର : ରାଜ୍ୟରେ ଆଜି କରୋନା ଜନିତ ପ୍ରଥମ ମୃତ୍ୟୁ ହୋଇଛି ।ସେ ଗତ ୪ ତାରିଖରେ ଏମ୍ସରେ ଭର୍ତ୍ତି ହୋଇଥିଲେ।ତାଙ୍କର ଗତ କାଲି ମୃତ୍ୟୁ ହୋଇଛି ବୋଲି ସ୍ବାସ୍ଥ୍ୟ ଓ ପରିବାର ବିଭାଗ ସୂଚନା ଦେଇଛି। ସେ ଝାରପଡା ଅଞ୍ଚଳର ।ତାଙ୍କୁ ୭୨ବର୍ଷ ବୟସ ହୋଇଥିଲା ।