ନଭେମ୍ବର 3ରେ ବାଲେଶ୍ୱର ସଦର ଓ ତ୍ତିତ୍ତୋଲ ଉପ ନିର୍ବାଚନ…

- Advertisement -

ଭୁବନେଶ୍ୱର : ନଭେମ୍ବର 3ତାରିଖରେ ବାଲେଶ୍ୱର ଓ ତିର୍ତୋଲ ଉପ ନିର୍ବାଚନ ହେବ l ଏନେଇ ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନୀ କମିଶନ l ନଭେମ୍ବର 10ତାରିଖରେ ଭୋଟ ଗଣତି ହେବ l ଏନେଇ ଅକ୍ଟୋବରର 9ତାରିଖରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ l ଅକ୍ଟୋବର 16ତାରିଖ ନାମାଙ୍କନ ଭରିବାର ଶେଷ ତାରିଖ l ଅକ୍ଟୋବର 16ନାମାଙ୍କନ ଭରିବା ର ଶେଷ ତାରିଖ l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles