ଭୁବନେଶ୍ୱର : ଭୁବନେଶ୍ୱରରେ ରାଜ୍ୟ ବିଜେପିର ନୂଆ ପ୍ରଭାରୀ ଡି.ପୁରନ୍ଦେଶ୍ବରୀ l  ଦାୟିତ୍ବ ନେବା ପରେ ପୁରନ୍ଦେଶ୍ବରୀଙ୍କର ପ୍ରଥମ ଓଡ଼ିଶା ଗସ୍ତ କରିଥିବାରୁ ରାଜ୍ୟ  ବିଜେପି  ପକ୍ଷରୁ      ବିପୁଳ ସ୍ୱାଗତ କରାଯାଇଛି l ୩ଦିନିଆ ଗସ୍ତ ଅବସରରେ ଦଳୀୟ ନେତା ଓ ବୁଦ୍ଧିଜୀବୀଙ୍କୁ ଭେଟିବେ l  ୨ ଦିନ ଧରି ଦଳୀୟ କର୍ମୀଙ୍କ ସହ ଆଲୋଚନା କାର୍ଯ୍ୟକ୍ରମ ରହିଛି l କଣ    ପାଇଁ ରାଜ୍ୟ ବିଜେପି  ଓଡ଼ିଶାରେ   ବିଫଳ ହେଉଛି ତାହା   ଉପରେ ଆଲୋଚନା    କରିବେ ବୋଲି   ଜଣାପଡିଛି l