ବିଜେପିର ବିଜେପୁର ପ୍ରାଥୀ କିଏ?

- Advertisement -

ଭୁବନେଶ୍ୱର : ଅକ୍ଟୋବର 21 ତାରିଖରେ ବିଜେପୁର ଉପ ନିର୍ବାଚନ l ବିଜେପୁର ନିର୍ବାଚନ ପାଇଁ ରାଜ୍ୟ ବିଜେପି 3ଜଣଙ୍କ ନାଁ କୁ କେନ୍ଦ୍ରୀୟ କମିଟି ପାଖକୁ ପଠାଇଛି l ବିଜେପି ବିଧାୟକ ବିଷ୍ଣୁ ସେଠି କହିଛନ୍ତି ଯେ ଦଳ 3ଜଣଙ୍କ ନାଁ ପଠାଇଛି l ସେମାନେ ହେଲେ
1- ପ୍ରଦୀପ ପୁରୋହିତ. ପୂର୍ଵତନ ବିଧାୟକ
2- ସନତ ଗଡ଼ତିଆ, ବିଜେପି ନେତା
3- ଅଶ୍ୱିନୀ ଷଡ଼ଙ୍ଗୀ, ବିଜେପି ନେତା
ତେବେ ଏହି 3 ଜଣଙ୍କ ମଧ୍ୟରୁ ପ୍ରଦୀପ ପୁରୋହିତଙ୍କ ବିଜେପି ବିଜେପୁର ପ୍ରାଥୀ କରିବ ବୋଲି ବିଜେପି ସୂତ୍ରରୁ ଜଣାପଡିଛି l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles