ଭୁବନେଶ୍ୱର : ସମୟ ବଡ ବଳବାନ, ଜଗା ହାତରେ ପଗା, ନାଗଫାଶ, ଚକା ଆଖି ସବୁ ଦେଖୁଛି, ଚିଲାକା ଦଣ୍ଡା ବାଳୁଙ୍ଗା ପରି ବହୁ ଓଡ଼ିଆ ଚଳଚିତ୍ର କରିଥିବା ବିଜୟ ମହାନ୍ତିଙ୍କ ପରଲୋକ ଘଟିଛି l  70ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି l