ଭୁବନେଶ୍ୱରରେ ଶୁକ୍ରବାର ସାଇକେଲରେ ଅଫିସ…

- Advertisement -

ଭୁବନେଶ୍ୱର : ଫେରିବ ସାଇକେଲ ଜମାନା l ପ୍ରଦୂଷଣ ରୋକିବା ପାଇଁ ରାଜ୍ୟ ସରକାର ବଡ ପଦକ୍ଷେପ ନେଇଛନ୍ତି l ଏଣିକି ପ୍ରତି ଶୁକ୍ରବାର ବିଏମ୍‌ସି, ବିଡିଏ ଓ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌ (ବିଏସ୍‌ସିଏଲ୍‌)ର କର୍ମଚାରୀମାନେ ସାଇକେଲ୍‌ରେ କିମ୍ବା ଚାଲି ଚାଲି ଅଫିସ୍‌ ଆସିବେ । ଆସନ୍ତା ଶୁକ୍ରବାରଠାରୁ କଡ଼ାକଡ଼ି ଲାଗୁ ହେବ। ଏହି ତିନିଟି ସଂସ୍ଥାର ସମସ୍ତ ନିୟମିତ କର୍ମଚାରୀ ଓ ଆଉଟ୍‌ସୋର୍ସିଂ କର୍ମଚାରୀ ବି ଏହି ନିୟମ ମାନିବେ । ଏହି ନିଷ୍ପତି ପରେ ଏବେ ଏହାକୁ ନେଇ ବଡ ବିତର୍କ ଛିଡା ହୋଇଛି l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles