ବବିଙ୍କ ମାରାଥନ ରିଲିଫ ଅଭିଯାନ …

- Advertisement -

()ବାତ୍ୟା ୟାସ୍ ଗଲା ପରେ ବବି ଏବେ ପୁନଃଉଦ୍ଧାର ଓ ରିଲିଫ ପ୍ରକ୍ରିୟା ଉପରେ ବିଶେଷଶ ଗୁରୁତ୍ୱ ଦେଇଛନ୍ତି। ପ୍ରଭାବିତ ଜିଲ୍ଲାରେ କିପରି ଲୋକଙ୍କ ପାଖରେ ସହଜରେ ରିଲିଫ ପହଞ୍ଚିବ ସେ କାମରେ ସେ ଲାଗି ପଡ଼ିଛନ୍ତି । ନିଜେ ମାରାଥନ ଗସ୍ତ ବାତ୍ୟାଅଂଚଳ ବୁଲି ରିଲିଫ , ଶୁଖିଲା ଖାଦ୍ୟ ବାଣ୍ଟିବା ସହ ଲୋକଙ୍କ ସମସ୍ୟା ବୁଝି ସମାଧାନ କରୁଛନ୍ତି । ଆବଶ୍ୟକ ପଡ଼ିଲେ ପ୍ରଭାବିତ ଅଂଚଳରେ ସ୍ଥାନୀୟ ପ୍ରଶାସନ ଓ ରାଜ୍ୟର ବରିଷ୍ଠ ପ୍ରଶାସନିକ । ଜିଲ୍ଲାରେ ରିଳିଫ କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ ଯୋଗାଇ ଦେବା ପାଇଁ ବିଜେଡ଼ି କର୍ମୀ ଓ ନେତାଙ୍କୁ କାମରେ ଲଗାଇ ଦେଇଛନ୍ତି । ଏହି କ୍ରମରେ ଆଜି ବାଲେଶ୍ୱର ଜିଲ୍ଲାରେ ଜୋରଦାର କରାଯାଇଛି ରିଲିଫ ବଣ୍ଟନ କାର୍ଯ୍ୟକ୍ରମ । ବବି ବାଲେଶ୍ୱର ଜିଲ୍ଲାର ୧୯ଲକ୍ଷ ଲୋକଙ୍କ ପାଖରେ ରିଲିଫ ପହଞ୍ଚାଇବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି । ଆଜି ବାଲେଶ୍ୱରରେ ବହୁ ରିଲିଫ ଗାଡି ବିଭିନ୍ନ ପ୍ରଭାବିତ ଜିଲ୍ଳାକୁ ପଠାଇଛନ୍ତି । ଏହାସହ କର୍ମୀ ଓ ନେତାଙ୍କୁ ପ୍ରତ୍ୟେକ ପ୍ରଭାବିତ ଘରେ କିପରି ଏହା ପହଞ୍ଚିବ ତାହା ଉପରେ ଗୁରୁତ୍ୱ ଦେଇଛନ୍ତି ସେ । ୭ଦିନ ପାଇଁ ୧୨୮ ଜଳ ମଗ୍ନ ଗାଁରେ ମାଗଣାରେ ରିଲିଫ ବଣ୍ଟନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ । ସେହି ଅନୁସାରେ ମୁଖ୍ୟମନ୍ତ୍ରୀ ସବୁ ସଙ୍କଳ୍ପକୁ ଟିମୱାର୍କ ସହ ସାକାର କରୁଛନ୍ତି ବିଜେଡ଼ି ସଂଗନଠ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) । ପରିଶ୍ରମ ଓ ନିଷ୍ଠାର ସହ ସବୁ ସମୟରେ ଜନସେବାର ସେ ଲାଗିଛନ୍ତି ବବି ବିଜେଡ଼ି ଟିମକୁ ଯେପରି ମାରାଥନ ଭାବେ ବାତ୍ୟା ପ୍ରଭାବିତ ଅଚଳର ଲୋକଙ୍କ ଦୁଃଖ ଓ ସୁଖର ସାଥ୍‌ôରେ ଲଗାଇଛନ୍ତି ତାହାକୁ ସବୁ ମହଲରେ ପ୍ରଶଂସା କରାଯାଉଛି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles