ଯୁଦ୍ଧ ପାଇଁ ବିଧାନସଭାରେ ସଂକଳ୍ପ ଅଣାଯାଉ, ନହେଲେ ଗୃହ ଐତିହାସିକ ଭୂଲ କରିବ : ଅରୁଣ ସାହୁ 

- Advertisement -

ଯୁଦ୍ଧ ପାଇଁ ବିଧାନସଭାରେ ସଂକଳ୍ପ ଅଣାଯାଉ, ନହେଲେ ଗୃହ ଐତିହାସିକ ଭୂଲ କରିବ : ଅରୁଣ ସାହୁ

ଲକ୍ଷାଧିକ ଓଡ଼ିଆ ଲୋକ ମଧ୍ୟ ପ୍ରାଚ୍ୟରେ ଫସିଛନ୍ତି. ସେମାନଙ୍କୁ ସୁରକ୍ଷିତ ଫେରାଇ ଆଣିବାକୁ ଭାରତ ସରକାର ଓ ଓଡ଼ିଶା ରାଜ୍ୟ ସରକାର କଣ ପଦକ୍ଷେପ ନେଇଛନ୍ତି l

 ଓଡ଼ିଆ ଅସ୍ମିତା କଥା କହୁଥିବା ବିଜେପି ସରକାର ଓଡ଼ିଆମାନେ ବାହାରେ କିପରି ଅସୁବିଧାର କିପରି ହଇରାଣ ହେଉଛନ୍ତି ତାହା ବୁଦ୍ଧିଯିବି ମାନେ କହିଲେଣି l ଯୁଦ୍ଧ ଯୋଗୁଁ ବହୁ ଓଡ଼ିଆ ଅସୁବିଧାର ସମୁଖୀନ ହେଉଛନ୍ତି l ନାଁ ସେମାନେ ଘରକୁ ଆସିପାରୁଛନ୍ତି ନାଁ ପଇସା ପଠାଇ ପାରୁଛନ୍ତି l ବାହାର ଦେଶରେ ଯେଉଁମାନେ ଅଛନ୍ତି ସେମାନେ ଯେତିକି ନିର୍ଯାତିତ ଏଠି ତାଙ୍କ ପରିବାର ମଧ୍ୟ ନିର୍ଯାତନା ର ଶିକାର ହେଉଛନ୍ତି l ମହାମାରୀ ସମୟରେ ନବୀନ ପଟନାୟକ ଓଡ଼ିଆ ଶ୍ରମିକ ମାନଙ୍କୁ ଫେରାଇ ଆଣିଥିଲେ l ଯେଉଁଠି ପାଇଁ ସାରା ଭାରତ ବର୍ଷ ନବୀନ ପଟନାୟକ ପ୍ରସଂଶା କରିଥିଲେ l ପ୍ରବାସୀଙ୍କୁ ବୁଝୁବା ପାଇଁ ଓଡିଶା ପ୍ରବାସୀ ନିର୍ଦେଶାଳୟ କରିଥିଲେ l ଏବେ ତାହା ପଙ୍ଗୁ l ଯୁଦ୍ଧରେ ଲୋକମାନେ ହଇରାଣ ହେଉଛନ୍ତି l ଯୁଦ୍ଧ ହେଲେ ଖାଦ୍ୟର ଅଭାବ ସୁଷ୍ଟି ହେବ l ଏବେ ଗ୍ୟାସ ସଙ୍କଟ ଦେଖା ଦେଲାନି l ଅଭାବ ଯୋଗୁଁ ଲୋକେ ଅହାକାର ହେଲେଣି l ଆଗକୁ ସାର ସଙ୍କଟ ଦେଖାଦେବ l ଏବେ ଖାଇବା ତେଲ ର ଅଭାବ ଦେଖା ଦେଲାନି l ସେୟାର ବଜାର ତଳକୁ ଗଲାଣି l ଭୁବନେଶ୍ୱରର ଅନେକ ହୋଟେଲ ବନ୍ଧ ହେଲାଣି l ଯୁଦ୍ଧ ପାଇଁ ସରକାରଙ୍କ ଉଦ୍ୟମ କଣ?

- Advertisement -

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -

Latest Articles