ବିଜୁ ପରେ ଜ୍ୟୋତି : ଲୋକସେବା ଭବନକୁ ଆସିଲେ ସାଇକେଲରେ

- Advertisement -

ଭୁବନେଶ୍ୱର : ସାଇକେଲ ରେ ଲୋକସେବା ଭବନ ଆସିଲେ ମନ୍ତ୍ରୀ ଜୈତି ପାଣିଗ୍ରାହୀ।ଏନେଇ ପ୍ରତିକ୍ରିୟା ରେ ସଂସ୍କୃତି ମନ୍ତ୍ରୀକହିଛନ୍ତି ଯେ,ସ୍ଵାସ୍ଥ୍ୟ ଓ ପରିବେଶ ପାଇଁ ଭଲ ହେବ ତେଣୁ ମୁଁ ସାଇକେଲ ରେ ଆସିଲି ।ଆଗାମୀ ବଜେଟ ଅଧିବେଶନ ରେ ବି ସମସ୍ତ ଦିନ ବିଧାନସଭା ସାଇକେଲ ରେ ଆସିବେ ବୋଲି କହିଛନ୍ତି ।ଏହା ସହ ଭୁବନେଶ୍ୱର ରେ ଥିବା ସମୟରେ ଗାଡିର କମ୍ ବ୍ୟବହାର କରିବେ ବୋଲି ସେ କହିଛନ୍ତି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -

Latest Articles