୧୦ ମ ଶ୍ରେଣୀ ଛାତ୍ର ଛାତ୍ରୀ ଙ୍କୁ ଅନଲାଇନ ପାଠ ପଢା

- Advertisement -

ଭୁବନେଶ୍ୱର :ଅପ୍ରେଲ ୧୪ ପରେ ଆରମ୍ଭ ହେବ ୧୦ ମ ଶ୍ରେଣୀ ଛାତ୍ର ଛାତ୍ରୀ ଙ୍କୁ ଅନଲାଇନ ପାଠ ପଢା। କେନ୍ଦ୍ର ସରକାରଙ୍କ ଦୀକ୍ଷା ଆପ୍ ଦ୍ଵାରା ପିଲାଙ୍କୁ ପାଠ ପଢିବା ଲାଗି କୁହାଯିବ। ଯେଉଁମାନଙ୍କ ପାଖରେ system ଥିବ ସେମାନଙ୍କୁ ପଢିବା ଲାଗି କୁହାଯିବ। ଏନେଇ ସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀମାନେ ଛାତ୍ର ଛାତ୍ରୀଙ୍କୁ ଗାଇଡ କରିବାକୁ କୁହାଯିବ ବୋଲି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ନବମ ଶ୍ରେଣୀର ଗୋଟିଏ ପରୀକ୍ଷା ବାକି ରହିଛି, କେଉଁମାନେ ଦଶମ ଶ୍ରେଣୀକୁ ଯିବେ ସେନେଇ ଲକ ଡାଉନ୍ ଖୋଲିବା ପରେ ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -

Latest Articles