ଭୁବନେଶ୍ୱର : ଗତକାଲି ପ୍ରଧାନମନ୍ତ୍ରୀ ବିଜେଡିକୁ ପ୍ରସଂଶା କରିବା ପରେ ଗୃହରେ ସୁନାପିଲା ଭଳି ବସିଛନ୍ତି ବିଜେପି ବିଧାୟକ। ପ୍ରଶ୍ନକାଳରେ ବିଜେପି ବିଧାୟକ ଙ୍କୁ କଟାକ୍ଷ କଲେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା।